Masthead

ଧରାପଡ଼ିଲେ ୩ ଜୁଆଡି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପାର୍ବଣ ଋତୁରେ ସକ୍ରିୟ ହୋଇଉଠିଛନ୍ତି ଜୁଆଡି । ଦଶହରା ବଜାରରେ ମାଲାମାଲ ହେବା ପାଇଁ ଜୁଆଆଡ୍ଡାରେ ଭିଡ ଜମୁଛି । ଗାଁଠୁ ସହର ସବୁଠି ଚାଲିଛି ଖୁଲମଖୁଲା ଜୁଆଖେଳ । କୋଉଠି ପୋଲିସ ଅଜ୍ଞାତରେ ତ ପୁଣି କୋଉଠି ପୋଲିସର ଜାଣତରେ ।

ଏମତି ଏକ ଜୁଆଆଡ୍ଡା ଉପରେ ଚଢଉ କରିବା ସହ ୩ ଜଣଙ୍କୁ ଗିରଫ କରିଛି ବାଲିଅନ୍ତା ପୋଲିସ । ବଇଁଚୁଆ ହାଇସ୍କୁଲ ପରିସରରେ ଜୁଆଖେଳ ହେଉଥିବା ବେଳେ ପୋଲିସ ଚଢଉ କରିଥିଲା । ଅଭିଯୁକ୍ତମାନେ ହେଲେ ବଇଁଚୁଆ ଗାଁର ବାବାଜୀ ସାହୁ, କୈଳାଶ ସାହୁ ଏବଂ ସରୋଜ ସାହୁ । ଅଭିଯୁକ୍ତଙ୍କ ପାଖରୁ ୧୬ ହଜାର ୭ ଶହ ଟଙ୍କା, ୨ଟି ସ୍କୁଟି, ୩ ମୋବାଇଲ ଓ ୫ ପ୍ୟାକେଟ୍ ତାସ ଜବତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା