Masthead

ଥାନାରେ ପିଟି ପିଟି ମାରିଦେଲେ

ପୁରୀ, ରାଉରକେଲା, ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧନ ଜୀବନ ରକ୍ଷା କରିବା ପୋଲିସର ଦାୟିତ୍ୱ । ଏହା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପୋଲିସର ସବୁଠାରୁ ଗୁରୁ ଦାୟିତ୍ୱ ମଧ୍ୟ । କିନ୍ତୁ ପୋଲିସ ସମସ୍ତ ସୀମା ସରହଦ ଡେଇଁ କାର୍ଯ୍ୟ କରୁଥିବାରୁ ଲୋକଙ୍କ ଘୃଣାର ପାତ୍ର ହେଉଛି ।

ଜାତୀୟ କ୍ରାଇମ୍ ବ୍ୟୁରୋ ରେକର୍ଡରେ ଓଡ଼ିଶା ସ୍ଥାନ କେଉଁଠି ତାହା କାହାକୁ ଅଛପା ନାହିଁ । ଏହା ସତ୍ୱେ ପୋଲିସର ଦାଦାଗିରି ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଆଜି ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଘଟଣା, ପୋଲିସ-ଜନତାର କେତେ ମିତ୍ର ପ୍ରମାଣିତ କରିଛି । ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କ ବାରମ୍ବାର ତାଗିଦ୍ ସତ୍ୱେ ଥାନାରେ କାର୍ଯ୍ୟ କରୁଥିବା ଅଫିସରମାନଙ୍କ ପ୍ରକୃତି ବଦଳୁନାହିଁ । ଲୋକମାନେ ପୋଲିସଠାରୁ ନ୍ୟାୟ ପାଉନଥିବା ବାରମ୍ବାର ଅଭିଯୋଗ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ସେବାକୁ ୫ଟିରେ ସାମିଲ କରିଛନ୍ତି । ତଥାପି ପରିସ୍ଥିତିର ସୁଧାର ଆସୁନି ।

ଆଜି ସକାଳେ ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ଘଟିଛି ଅଘଟଣ । ପୁରୀ ଘଟଣାକୁ ସ୍ଥାନୀୟ ଏସପି ସ୍ୱୀକାର କରିଥିବା ବେଳେ ବୀରମିତ୍ରପୁର ଘଟଣାକୁ ସୁନ୍ଦରଗଡ଼ ଏସପି ଅସ୍ୱୀକାର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ