Masthead

ବିଜେପିର ନୀତି ବିରୋଧୀଙ୍କୁ କମଜୋର କରିବା ପାଇଁ: ଶରଦ ପାୱାର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ରରେ ଲାଗିରହିଛି ରାଜନୈତିକ ଅସ୍ଥିରତା । ରାଜନୀତିକୁ ନେଇ ଜାରି ରହିଛି ବୟାନବାଜି । ବିଜେପି ରାଜ୍ୟସ୍ତରୀୟ ପାର୍ଟିକୁ ନଷ୍ଟ କରିବା ସହ ବିରୋଧୀଙ୍କୁ କମଜୋର କରିବା ପାଇଁ ଯୋଜନା କରୁଥିବା କହିଛନ୍ତି ଏନସିପି ନେତା ଶରଦ ପାୱାର । ଶରଦ ପାୱାର ନିଜ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଏକାଠି କରିବା ପାଇଁ ନାସିକରେ ଏକ ରାଲି କରିଥିଲେ । ରାଲିକୁ ସମ୍ବୋଧିତ କରି କହିଛନ୍ତି ମୁଁ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧୀ, ଅଟଳ ବିହାରୀ ବାଜପାୟୀ ଏବଂ ପିବି ନରସିଂମା ରାଓଙ୍କ ରାଜନୀତି ଦେଖିଛି ।

ଏମାନେ ସମସ୍ତେ ବିରୋଧୀ ଦଳଙ୍କ ବିରୋଧରେ ଆଲୋଚନା କରିଥିବାର ଦେଖିଛି । ନିର୍ବାଚନରେ ଶାସକ ଦଳ ଯେତିକି ଗୁରୁତ୍ୱ ବହନ କରେ ବିରୋଧୀ ଦଳ ବି ସେତିକି ଗୁରୁତ୍ୱ ବହନ କରେ । କନ୍ତିୁ ବିଜେପିର ନୀତି ବିରୋଧୀଙ୍କୁ କମଜୋର କରିବା ପାଇଁ । ସେ ଆହୁରି ମଧ୍ୟ କହିଛନ୍ତି ବିଜେପି ଜାଣିଛି ଆଗକୁ କ’ଣ ହେବ କିନ୍ତୁ ୨୦୨୪ ଲୋକସଭା ନିର୍ବାଚନରେ ବହୁମତ ସୁନିଶ୍ଚିତ କରିବା ପାଇଁ ଅନ୍ୟ ଦଳକୁ ଭାଙ୍ଗୁଛି । ଯାହା ଗଣତନ୍ତ୍ର ପାଇଁ ହାନି ଅଟେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ