Masthead

‘ଏଠି ଜଙ୍ଗଲ ରାଜ ଚାଲିଛି’

ସମ୍ବଲପୁର  (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ସାମ୍ପ୍ରଦାୟିକ ହିଂସା ଘଟଣାରେ ଆଜି କେନ୍ଦ୍ରୀୟ ବିଜେପିର ଏକ ଟିମ ସ୍ୱର୍ଗତଃ ଚନ୍ଦ୍ର ମିର୍ଧାଙ୍କ ଘର ଝାରମୁଡ଼ା ଆସିଥିଲେ । ହେଲେ ଘରେ ତାଲା ପଡ଼ିଥିବାରୁ ଏହି ଟିମ ପାଖପଡ଼ୋଶୀଙ୍କ ଠାରୁ ସେମାନଙ୍କ ସମ୍ପର୍କରେ ବୁଝିବା ସହ ହତ୍ୟାକାଣ୍ଡ ଘଟିଥିବା ସ୍ଥାନକୁ ପରିଦର୍ଶନ କରିଥିଲେ ।

କେନ୍ଦ୍ର ଗୃହ ବିଭାଗ ପାର୍ଲିଆମେଣ୍ଟ କମିଟି ଚେୟାରମ୍ୟାନ ସାଂସଦ ବ୍ରିଜ ଲାଲଙ୍କ ନେତୃତ୍ୱରେ ଆସିଥିବା ଟିମ ଏହି ଘଟଣାରେ ଆହତ ବ୍ୟକ୍ତିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ସେ କହିଛନ୍ତି ଚନ୍ଦ୍ର ମିର୍ଧାଙ୍କ ହତ୍ୟା , ହତ୍ୟା ନୁହେଁ ଜଘନ୍ୟ ହତ୍ୟା । ବିଜେଡି ତୁଷ୍ଟିକରଣ ରାଜନୀତି କରୁଛି । ଯାଞ୍ଚରେ ବି ବାଧା ଦେଉଛନ୍ତି । ଏଠି ଜଙ୍ଗଲ ରାଜ ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ