Before Header

ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷାଙ୍କ ଟ୍ୱିଟର ହ୍ୟାକ

0 21

କୋଲକାତା(ବଡ଼ ଖବର ବ୍ୟୁରୋ): ସାରା ଦେଶର ନଜର ବର୍ତ୍ତମାନ ପଶ୍ଚିମବଙ୍ଗ ଉପରେ ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗର ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ତଥା ଆସାମସୋଲର ଦକ୍ଷିଣ ବିଜେପି ବିଧାୟକ ଅଗ୍ନିମିତ୍ରା ପୋଲଙ୍କ ଟ୍ୱିଟର ହ୍ୟାକ ହୋଇଥିବାର କଥା ସାମ୍ନାକୁ ଆସିଛି । ଏନେଇ କୋଲକାତା ପୁଲିସଙ୍କ ନିକଟରେ ଅଭିଯୋଗ କରିଥିବାର ସୂଚନା ମିଳିଛି ।

ତେବେ ଗୋଟିଏ ଅଜଣା ନମ୍ବରରୁ ତାଙ୍କ ପାଖକୁ ପ୍ରଥମେ ମେସେଜ ଆସିଥିଲା । ଏବଂ ଏହା ପରେ ତାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିଲା ବୋଲି ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ।

Leave A Reply

Your email address will not be published.