Masthead

ବ୍ଲକ ଅଫିସରେ ଧଶେଇ ପସି ଭଙ୍ଗାରୁଜା କଲେ ବିଜେପି କର୍ମୀ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ):ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆଜି ଭଦ୍ରକ ଜ଼ିଲ୍ଲା ଚାନ୍ଦବାଲି ବ୍ଲକ ଘେରାଉ କରିଛି ଚାନ୍ଦବାଲି ବିଜେପି। ବ୍ଲକ ଘେରାଉ ବେଳେ ଧଶେଇ ପସି ବ୍ଲକ କାର୍ୟ୍ୟାଳୟରେ ଭିତରେ ଭଙ୍ଗାରୁଜା କଲେ ବିଜେପି କର୍ମୀ । ଆଜି ବିଜେପି ଦଳ ଚାନ୍ଦବାଲି କାଳୀ ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ଶୋଭା ଯାତ୍ରାରେ ବାହାରି ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଵଜାର ପରିକ୍ରମା କରି ଚାନ୍ଦବାଲି ବ୍ଲକ କର୍ୟ୍ୟାଳୟ ଘେରାଉ କରିଥିଲେ । ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ବହୁ ଜିଲ୍ଲାସ୍ତରୀୟ ନେତା ସାମିଲ ହୋଇଥିଲେ। ଆବାସ ଯୋଜନା, ଭତ୍ତା, ପିଡ଼ିଏସ ବଣ୍ଟନ ଦୃର୍ନୀତି, ପିସି କାରବାରରେ ଥିବା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସାଧାରଣ ଲୋକଙ୍କର ମୌଳିକ ସୁବିଧାରେ ବଞ୍ଚିତ ଥିବାରୁ ଦୃର୍ନୀତି ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୨୩ ବର୍ଷ ସରକାର ଶାସନ କାର୍ୟ୍ୟରେ ଥିଲେ ବି ଚାନ୍ଦବାଲି ବ୍ଲକରେ ବିଭିନ୍ନ ଗାଁ ଗଣ୍ଡାରେ ଏଵେ ବିକାଶ ନାଁ ରେ ନିମ୍ନମାନର କାର୍ୟ୍ୟ କରି ଫଲ୍ସ ବିଲ୍ କରି ହରିଲୁଟ ହେଉଥିବା ଅଭିଯୋଗ କରିଥିଲେ। ଏହି ସମୟରେ ଵିଜେପି କର୍ମୀ ବ୍ଲକ କାର୍ୟ୍ୟାଳୟ ଭିତରେ ଧଶେଇ ପଶିବା ପରେ ପୋଲିସ୍ କଣ୍ଟ୍ରୋଲ ବାହାରେ ଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା