Masthead

ବିଜେଡି ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅମୀୟ ମହାପାତ୍ର

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲିରେ ବିଜେଡି ବିଧାୟକ ପାର୍ଥି ବ୍ୟମକେଶ ରାଏ କଂଗ୍ରେସକୁ ଭୋଟ ବର୍ଜନର କଟାକ୍ଷକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ, ଚାନ୍ଦବାଲିରେ ବିଜେଡିକୁ ହାରିବାର ଭୟ ଘାରିଲାଣି କହିଲେ କଂଗ୍ରେସ ବିଧାୟକ ପାର୍ଥି ଅମିୟ ମହାପାତ୍ର । ଶେଷ ନିର୍ବାଚନ ତାରିଖକୁ ମାତ୍ର ୬ ଦିନ ବାକି ଥିବା ବେଳେ ଗାଁ ଗାଁରେ ନେତାମାନେ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି । ତାହାରି ଭିତରେ ଦଳ ଦଳ ଉପରେ ଆରୋପ ପ୍ରତ୍ୟରୋପ ଦେଖିବାକୁ ମିଳିଛି । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଚନ୍ଦବାଲି ନିର୍ବାଚନମଣ୍ଡଳିରେ ।

ଏକ ରାଜନୈତିକ ସଭାରେ ଚାନ୍ଦବାଲି ବିଜେଡି ବିଧାୟକ ପାର୍ଥୀ ବ୍ୟମୋକେଶ ରାଏ କଂଗ୍ରେସକୁ ଭୋଟ ନଦେବାକୁ ଅନୁରୋଧ କରିଥିଲେ । ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଚାନ୍ଦବାଲି କଂଗ୍ରେସ ବିଧାୟକ ପାର୍ଥୀ ଅମୀୟ ମହାପାତ୍ର । ସେ କହିଛନ୍ତି ବିଜେଡି କଂଗ୍ରେସର ଲୋକ ସମର୍ଥନ ଦେଖି ହାରିବାର ଭୟ ଘାରିଲାଣି । ସେଥିଲାଗି ଚାନ୍ଦବାଲି ବିଜେଡି ବିଧାୟକ ପାର୍ଥୀ ବ୍ୟମୋକେଶ ରାଏ ଔଷଧ ବିକଳରେ ତାଟିଆ କୁମୁଡୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଚାନ୍ଦବାଲି ମାଟିର ପୁଅ । ସେତ ପରଦେଶୀ । ଏଥର ଚାନ୍ଦବାଲିରେ କଂଗ୍ରେସର ବିଜୟ ହବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ