Masthead

୯୦ ଫୁଟ ଗଭୀରରୁ ଶିଶୁ ଉଦ୍ଧାର

ଜୟପୁର(ବଡ଼ ଖବର ବ୍ୟୁରୋ): ୯୦ ଫୁଟ ଗଭୀରରୁ ଶିଶୁ ଉଦ୍ଧାର । ୧୪ ଘଣ୍ଟାର ଅପରେସନ ପରେ ଶିଶୁ ଉଦ୍ଧାର । ଉଦ୍ଧାର ହେଲା ୪ବର୍ଷର ଶିଶୁପୁତ୍ର । ରାଜସ୍ଥାନର ଜଲୋରେ ଅଞ୍ଚଳରେ ଏକ ଶିଶୁପୁତ୍ର ଖେଳୁଥିବା ବେଳେ ୯୦ଫୁଟ ଗଭୀର ଖୋଲା ବୋରୱେଲରେ ଗଳିି ପଡିଥିଲା । ଗଳି ପଡିବା ବେଳେ ପିଲାଟିର ଚିତ୍କାର ଶୁଣି ଜଣେ ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଦୌଡି ଆସିଥିଲେ । ସେତେବେଳକୁ ପିଲାଟିର ଚିତ୍କାର ଆଉ ଶୁଭୁନଥିଲା । ମାତ୍ର ବୋରୱେଲ ଭିତରକୁ ଭିତରକୁ ପିଲାଟି ପଶୁଥିବା ଲୋକ ଜଣକ ଦେଖି ବଡ଼ ପାଟିରେ ଡାକ ଛାଡିଥିଲେ ।

ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ଅପରେସନ ଚାଇଲଡ । ଦୀର୍ଘ ୧୪ଘଣ୍ଟାର ଅପରେସନ ପରେ ଉଦ୍ଧାର ହୋଇଥିଲା ଶିଶୁପୁତ୍ର । ତାଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼