ଚୁସୁଲ ସେକ୍ଟରରୁ କାବୁହେଲା ଚୀନ ସୈନ୍ୟ

ଲଦାଖ(ବଡ଼ ଖବର): ଲଦାଖରେ ଭାରତ-ଚୀନ ସୀମା ବିବାଦ ଥମିବାରେ ନାଁ ଧରୁନି । ଗତବର୍ଷ ଗାଲଭାନ ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଯେଉଁଥିରେ ୨୦ଜଣ ସୈନିକ ପ୍ରାଣ ହରାଇଥିଲେ । ବର୍ତ୍ତମାନ ପୁଣିଥରେ ଲଦାଖର ସ୍ଥିତି ବଦଳିବାରେ ଲାଗିଲାଣି । ଭାରତୀୟ ସେନା ଦ୍ୱାରା ଜଣେ ଚୀନ ସୌନ୍ୟ ଧରାପଡିଛି । ତାହା ପୁଣି ଭାରତୀୟ ସୀମାରେ ବୁଲୁଥିବା ଅବସ୍ତାରେ । ଚୁସୁଲ ସେକ୍ଟରର ଗୁରୁଙ୍ଗ ଉପତ୍ୟକା ନିକଟରୁ ଏହି ସୈନ୍ୟ ଜଣଙ୍କୁ କାବୁ କରାଯାଇଛି । ପଚରାଉଚରା ବେଳେ ସୈନ୍ୟ ଜଣକ କହିଛନ୍ତିଯେ ସେ ଭୁଲରେ ରାସ୍ତା ଭୁଲି ଭାରତୀୟ ସୀମାକୁ ଚାଲି ଆସିଛନ୍ତି । ଏନେଇ ସୁରକ୍ଷା କର୍ମୀମାନେ ଅଧିକ ପଚର।ଉଚରା କରୁଛନ୍ତି । ପ୍ରକୃତରେ ସେ ଯଦି ଉଦେ୍ଧଶ୍ୟ ମୂଳକ ଭାବରେ ଆସିନଥିବେ ତାହେଲେ ତାଙ୍କୁ ଚୀନ କତୃପକ୍ଷଙ୍କୁ ହସ୍ତାନ୍ତର କରାଯିବା କଥା କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!