Masthead

ଦଶ ବର୍ଷ ହେଲା ବିରୋଧୀ ଦଳର ମାନ୍ୟତା ପାଉନି କଂଗ୍ରେସ : ମନମୋହନ ସାମଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  କଂଗ୍ରେସକୁ ନେଇ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । କହିଛନ୍ତି କଂଗ୍ରେସ ବିଷୟରେ କହିବା ବା ଚର୍ଚ୍ଚା କରିବା ଉଚିତ ହେବ ନି । କଂଗ୍ରେସର ପରିଚୟ ବିଷୟରେ ସମସ୍ତେ ଜାଣିଛନ୍ତି । କଂଗ୍ରେସ କ’ଣ କରୁଛି, ତାର ବିଗତ ଇତିହାସ କ’ଣ, କଂଗ୍ରେସ ଏଠି କାହିଁକି ଆସିଛି ସେ ବିଷୟରେ ମୁଁ ଟୀକା ଟିପ୍ପଣୀ କରିବି ନାହିଁ । କଂଗ୍ରେସ ଯାହା କହୁଛି ମୁଁ ସେମିତି ଶୁଣି ନେଉଛି ।

ସେମାନେ ଯେତେ ଦଳ ମିଶି ଏକ ମଜବୁତ ବିରୋଧୀ ଦଳ ହେବାକୁ ଚେଷ୍ଟା କରନ୍ତୁ କଂଗ୍ରେସ ବିରୋଧୀ ଦଳ ଭାବେ ଦିଲ୍ଲୀରେ ପହଂଚିବ । ଦଶ ବର୍ଷ ହେଲା ବିରୋଧୀ ଦଳର ମାନ୍ୟତା ପାଉ ନାହାନ୍ତି । ଆମେ ଦୁଇରୁ ଏକାକୀ ତିନି ଶହ ତିନରେ ପହଂଚିଲୁଣି । ସେମାନେ କାହିଁକି ବିରୋଧୀ ଦଳ ମାନ୍ୟତା ପାଉ ନାହାନ୍ତି ସେ ନେଇ ସମୀକ୍ଷା କରିବା ଉଚିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା 🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଲଘୁଚାପ ବର୍ଷା ଚାଷୀଙ୍କ ମୁଣ୍ଡରେ ସାଜିଛି ଚଡ଼କ 🔴 ବନ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା 🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଲଘୁଚାପ ବର୍ଷା ଚାଷୀଙ୍କ ମୁଣ୍ଡରେ ସାଜିଛି ଚଡ଼କ