Masthead

ଶୀର୍ଷ ନେତୃତ୍ୱ ଓଡ଼ିଶାକୁ ଗୁରୁତ୍ୱ ଦେଉନାହାନ୍ତି: ରଶ୍ମି ମହାପାତ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନିର୍ବାଚନ ଲଢିବେ ନାହିଁ କଂଗ୍ରେସ ବରିଷ୍ଠ ନେତ୍ରୀ ରଶ୍ମି ମହାପାତ୍ର । ନିଷ୍ଠାର ସହ ଆଗାମୀ ଦିନରେ କରିବି କାର୍ଯ୍ୟ କହିଛନ୍ତି ରଶ୍ମି । ଶୀର୍ଷ ନେତୃତ୍ୱଙ୍କ ଉପରେ ତେରଛା ବାଣ ମାରିଛନ୍ତି । ସେ କହିଛନ୍ତି ଶୀର୍ଷ ନେତୃତ୍ୱ ଓଡ଼ିଶାକୁ ଗୁରୁତ୍ୱ ଦେଉ ନାହାନ୍ତି । ମୁଁ ଯେଉଁ ଭଳି ଦଳ ପ୍ରଚାର କରୁଥିଲି ଏବଂ ଦଳକୁ ସଜାଡିବା ପାଇଁ ଚେଷ୍ଟା କରୁଥିଲି ସେଭଳି ହୋଇପାରିଲା ନାହିଁ, ତେଣୁ ମୁଁ ନିର୍ବାଚନ ଲଢିବି ନାହିଁ । ବିଗତ ଦିନରେ କଂଗ୍ରେସ ଦଳ ପାଇଁ ନିଷ୍ଠାର ସହିତ କାମ କରିଛି ଭୁବନେଶ୍ୱରରେ ସଚୋଟ୍ଟତାର ସହ ସଙ୍ଗଠନ କରିଛି କିନ୍ତୁ ଶୀର୍ଷ ନେତୃତ୍ୱ ଏହାକୁ ଗୁରୁତ୍ୱ ଦେଉନାହାନ୍ତି । ସେ ନିର୍ବାଚନ ଲଢିବେ ନାହିଁ ବୋଲି ଶୁଭେଚ୍ଛୁଙ୍କୁ ଜଣାଇଛନ୍ତି । ୨୦୧୯ରେ ଭୁବନେଶ୍ୱର ଏକାମ୍ରରୁ ଲଢିଥିଲେ ରଶ୍ମି ମହାପାତ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ