Masthead

ଶେଷ ଦିନରେ ପ୍ରଚାର କରିବେ ବିଜେପିର ୮୦ ହେଭିୱେଟ ନେତା

କୋଲକାତା(ବଡ଼ ଖବର ବ୍ୟୁରୋ): ସାରା ଦେଶର ନଜର ବର୍ତ୍ତମାନ ପଶ୍ଚିମବଙ୍ଗ ଉପନିର୍ବାଚନ ଉପରେ ରହିଛି । ଏନେଇ ପଶ୍ଚିମବଙ୍ଗର ଭବାନୀପୁରରେ ନିର୍ବାଚନ ଜୋରଦାର ଚାଲିଛି । ଶାସକ ଦଳ କେତେବେଳେ ନିଜର ଶକ୍ତିପ୍ରଦର୍ଶନ କରୁଥିବାବେଳେ ଆଉ କେତେବେଳେ ବିରୋଧୀ ଦଳ ଦମ ଲଗାଇ ପ୍ରଚାର କରିବାରେ ଲାଗିଛି । ଏହା ମଧ୍ୟରେ ବିଜେପିର ୮୦ ହେଭିୱେଟ ନେତା ନିର୍ବାଚନ ମଇଦାନରେ ଓହ୍ଲାଇବେ ବୋଲି ସୂଚନା ମିଳିଛି । ତେବେ ଭବାନୀପୁରରେ ଆସନ୍ତା ୩୦ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି ।

ଏହି ଉପନିର୍ବାଚନ ବିଶେଷ କରି ମମତା ବାନାର୍ଜୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାହିଁକିନା ସେ ଯଦି ନିର୍ବାଚନ ହାରିବେ ତାହାଲେ ତାଙ୍କର ମୁଖ୍ୟମନ୍ତ୍ରୀ ପଦକୁ ହାରାଇବସିବେ । ତେଣୁ ମମତା ନିଜର ସବୁ ଦମ ଦେଖାଇ ନିର୍ବାଚନ ମଇଦାନରେ ପ୍ରଚାର କରିଛନ୍ତି । ଅନ୍ୟପଟେ ମମତାଙ୍କୁ କଡ଼ା ଟକ୍କର ଦେବା ପାଇଁ ବିଜେପି ପ୍ରର୍ଥୀ ପ୍ରିୟଙ୍କା ତିବ୍ରେୱାଲ ବାରମ୍ବାର ପ୍ରଚାର କରିଆସୁଛନ୍ତି । ପ୍ରଚାରର ଶେଷ ଦିନରେ ମମତାଙ୍କୁ ଟାର୍ଗେଟ କରି ବିଜେପି ଦଳର ୮୦ ହେଭିୱେଟ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛି । ଏହା ସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ପ୍ରତି ବ୍ଲକ ପିଛା ୧୦ ନେତାଙ୍କୁ ଦାୟିତ୍ୱ ଦେଇଛି । କ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼