Masthead

ଆଖି ବୁଜିଲା କଲରାପତରିଆ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ):  ଚିକିତ୍ସାଧିନ ଅବସ୍ଥାରେ କଲରାପତାରିଆ ବାଘର ମୃତ୍ୟୁ । ପ୍ରାଣୀ ସମ୍ପଦ ଅଧିକାରୀ ଓ ବିଶେଷଜ୍ଞଙ୍କ ତତ୍ତ୍ଵାବଧାନରେ ଚାଲିଥିଲା ଚିକିତ୍ସା । ରେଫର କରିବାକୁ ପ୍ରାଣୀ ସମ୍ପଦ ଅଧିକାରୀ କରିଥିଲେ ମଧ୍ୟ ରେଫର୍ କରିନଥିଲେ ବନ ବିଭାଗ ଅଧିକାରୀ। କିଛି ଦିନ ତଳେ ଭୁବନେଶ୍ୱରରୁ ବନ୍ୟ ପ୍ରଣୀ ବିଭାଗର ବିଶେଷଜ୍ଞ ଡାକ୍ତର ଆସି ବାଘର ଚିକିତ୍ସା କରିଥିଲେ ।

ସୂଚନା ଅନୁସାରେ ଗତ ୧୬ରେ ନୂଆପଡ଼ା ରେଞ୍ଜ ଧରମବନ୍ଧା ସେକ୍ସନ ସିଲେରିବାହରା ନିକଟ ଜଙ୍ଗଲରୁ ଅସୁସ୍ଥ ବାଘକୁ ଉଦ୍ଧାର କରିଥିଲା ବନ ବିଭାଗ । ରେଞ୍ଜ ଅଫିସରେ ଚିକିତ୍ସିତ ହେଉଥିବା ସମୟରେ ଆଖି ବୁଜିଛି ବାଘ । ଅନ୍ୟପଟେ ବାଘର ମୃତ୍ୟୁକୁ ନେଇ ବନ ବିଭାଗର ଅଧିକାରୀ ଉପରେ ପ୍ରଶ୍ନ ଉଠିଛି । କାହିଁକି ରେଫର କଲେନି ବନବିଭାଗ? କହିଁକି ଭୁବନେଶ୍ୱରକୁ ସ୍ଥାନାନ୍ତର କଲେ ନାହିଁ ଏହା ଏକ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା