Before Header

ସନ୍ଧ୍ୟା ସୁଦ୍ଧା ବାତ୍ୟା ରୂପ, କେବେ ସ୍ଥଳଭାଗ ଛୁଇଁବ ସ୍ପଷ୍ଟ ନାହିଁ

0 100

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) ବଙ୍ଗୋପସାଗରରେ ଗଭୀର ଅବପାତ ରୂପ । ସନ୍ଧ୍ୟା ସୁଦ୍ଧା ବାତ୍ୟା ଆଶଙ୍କା । ଯାହାକୁ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । କାଲି ସକାଳ ସୁଦ୍ଧା ଭୀଷଣ ଗଭୀର ଅବପାତର ରୂପ ନେବ । ୧୨ ତାରଖ ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବ । ପରେ ଦିଗ ବଦଳାଇ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବା । ୧୩ରେ ଦୁର୍ବଳ ହୋଇ ବାଂଲାଦେଶ-ମିଆଁମାର ମୁହାଁ ହେବ ।

Leave A Reply

Your email address will not be published.