Before Header

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ

0 35

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସଚୀଙ୍କ ଘରକୁ ଅଣ୍ଡାମାଡ ।ମନ୍ତ୍ରୀଙ୍କ ବାସଭବନ ଘେରାଉ ସହ ଅଣ୍ଡା ମାଡ କଲା ଛାତ୍ର କଂଗ୍ରେସ । ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ । ଛାତ୍ର ସଂସଦ ନିର୍ବାଚନ ଯାହା  ୬ ବର୍ଷ ଧରି ବନ୍ଦ ରହିଛି ତାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ର କଂଗ୍ରେସ । ସରକାରଙ୍କୁ୨୪ ଘଣ୍ଟାର ସମୟ ଦିଆଯାଇଥିଲା ।

୨୪ ଘଣ୍ଟାର ମଧ୍ୟରେ ନିଷ୍ପତ୍ତି ନବଦଳାଇଲେ ରଜରାସ୍ତାକୁ ଓହ୍ଲାଇବେ ବୋଲି କହିଥିଲେ ଛାତ୍ର କଂଗ୍ରେସ । ନିଷ୍ପତ୍ତି ନବଦଳାଇବାରୁ ବିକ୍ଷୋପ ପଦର୍ଶନ କରିଛି ଛାତ୍ର କଂଗ୍ରେସ ।ଧସ୍ତାଧସ୍ତି ପରେ ଛାତ୍ର କଂଗ୍ରେସଙ୍କୁ ଅଟକ ରଖିଲା ପୋଲିସ ।

Leave A Reply

Your email address will not be published.