Before Header

ବାରିପଦା ମେଡିକାଲ କଲେଜରେ ଅଗ୍ନିକାଣ୍ଡ

0 16

ବାରିପଦା (ବଡ଼ ଖବର ବ୍ୟୁରୋ):ବାରିପଦା ମେଡିକାଲ କଲେଜରେ ଅଗ୍ନିକାଣ୍ଡ । ମେଡିକାଲର ତୃତୀୟ ମହଲାରେ ଲାଗିଛି ନିଆଁ । ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଲାଗିଛି ନିଆଁ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ଆଇସିୟୁ ଓ ୱାର୍ଡରେ ଥିବା ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଛି । ନିଆଁ ଲିଭାଇବା ପାଇଁ ଦମକଳବାହିନୀ ନିୟୋଜିତ ।

Leave A Reply

Your email address will not be published.