Masthead

“ବିଜେପି ପାଇଁ ଗାନ୍ଧି ନୁହେଁ ନାଥୁରାମ ଗଡସେ ହେଲେ ଜାତିର ପିତା”

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜେଏନୟୁ ରେ ଛାତ୍ର ଆନ୍ଦୋଳନ ପରଠାରୁ କହ୍ନେୟା କୁମାରଙ୍କୁ ବିଜେପି ସବୁବେଳେ  ‘ଟୁକଡେ ଟୁକଡେ ଗ୍ୟାଙ୍ଗ’ କହିଆସୁଛି । ଏବେ କଂଗ୍ରେସରେ ଯୋଗ ଦେବା ପରେ ଏହାକୁ ବିଜେପି ବିରୋଧରେ ପ୍ରୟୋଗ କରିଛନ୍ତି କହ୍ନେୟା କୁମାର । ସେ କହିଛନ୍ତି ବିଜେପି ମାନେ ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିବା ଗ୍ୟାଙ୍ଗ ବୋଲି କହୁଛି । ବିଜେପି ଗାନ୍ଧି ନୁହେଁ ଗଡସେଙ୍କୁ ଜାତିର ପିତା ବିବେଚନା କରୁଛନ୍ତି ବୋଲି ମତ ଦେଇଛନ୍ତି କହ୍ନେୟା ।

ଏଭଳି ମାନସିକତାକୁ ବିରୋଧ କରିବାକୁ ପଡିବ ବୋଲି ସେ କହିଛନ୍ତି । ଏଥିପାଇଁ କଂଗ୍ରେସ ଦଳକୁ ସୁଦୃଢ ହେବା ପାଇଁ ପଡ଼ିବ । ଯେଉଁମାନେ କେବଳ ନିଜର ରାଜନୈତିକ କ୍ୟାରିଅର ଚିନ୍ତା କରୁଛନ୍ତି ସେ ହିଁ ବିଜେପିରେ ଯୋଗ ଦେଉଛନ୍ତି । କଂଗ୍ରେସ ନେତୃତ୍ୱକୁ ଦଳ ଭିତରେ ସମାଲୋଚନା ବିଜେପିକୁ ଫାଇଦା ଦେଉଛି ବୋଲି ସେ କହିଛନ୍ତି । ଯେତେବେଳେ ଦେଶରେ କଂଗ୍ରେସ ଅଧିକ ସଫଳ ହେବ ସେତେବେଳେ ବିଜେପି ଅଧିକ ପରାଜୟ ସମ୍ନା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା