Masthead

ସାପ ଚାଲାଣ ବେଳେ ଧରିଲା ବନବିଭାଗ, ୩ ଅଟକ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ନାଗ ସାପ ଚାଲାଣରେ ହାତ ଥିବା ୩ ଜଣଙ୍କୁ ଅଟକ । ବାଲିଆପାଳ ପଞ୍ଚୂପାଲି ରେ ଚାଲିଥିଲା ସାପ ବେପାର । ୨୫ ରୁ ଅଧିକ ନାଗ ସାପ ଶହ ଜଣେ ମହିଳା ଓ ୨ ପୁରୁଷ ବେପାରୀ କୁ ଅଟକ ରଖିଛି ବାଲେଶ୍ୱର ବାନଖଣ୍ଡ ବିଭାଗ । ବାଲେଶ୍ବର ବନଖଣ୍ଡ ଦ୍ୱାରା ବାଲିଆପାଳ ପଞ୍ଚୁପାଲୀ ରେ ଚଢ଼ାଉ ବେଳେ ବନବିଭାଗ ହାତରେ ଧରା ପଡ଼ିଲେ ବେପାରୀ । ରାଜ୍ୟ ବାହାରକୁ ନାଗ ସାପ ଚାଲାଣ ବେଳେ ମାଡ଼ିବସିଲା ବାଲେଶ୍ବର ବନବିଭାଗ । ବେପାରୀ ସମେତ ୨୫ ରୁ ଅଧିକ ନାଗ ଉଦ୍ଧାର ।

ବାଲେଶ୍ବର ବାଲିଆପାଳ ପଞ୍ଚୂପାଲି ରେ ଦୀର୍ଘ ଦିନ ଧରି ଚାଲିଥିଲା ଏହି ସାପ ବେପାର । ମାତ୍ର ବାଲିଆପାଳ ବାନ ବିଭାଗ ପାଖରେ ଏହାର କୌଣସି ଖବର ନଥଲା । ବାଲେଶ୍ବର ବନ ବିଭାଗ ବିଶେଷ ସୂତ୍ରରୁ ଖବରଟି ଜାଣିପାରି ଆଜି ସକାଳ ସମୟରେ ଚଢାଉ କରି ଜଣେ ମହିଳା ସମେତ ୩ ଜଣକୁ ଅଟକ ଥିବା ସୂଚନା ମିଳିଛି । ତେବେ ଏହି ସାପ ରାକେଟ ଚେର ଓଡ଼ିଶା ବାହାରକୁ ଲମ୍ବିଥିବାର ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି