Masthead

ପଲିଥିନରେ ବନ୍ଧା ହୋଇ ରହିଲେ ଗାନ୍ଧିଜୀ

ବିଂଝାରପୁର, (ବଡ଼ ଖବର ବ୍ୟୁରୋ):
ଜାତିର ପିତାଙ୍କ ଅପମାନ ର ଦୃଶ୍ୟ ବିଂଝାରପୁର ବ୍ଲକ ରେ ଦେଖିବାକୁ ମିଳିଛି ଅକ୍ଟୋବର ୨ ରେ ଦେଶସାରା ମହାତ୍ମା ଗାନ୍ଧୀ ଙ୍କୁ ପୂଜା କରାଗଲା ବେଳେ  ଗାନ୍ଧୀମୂର୍ତ୍ତି କୁ ପଲିଥିନ ରେ ବନ୍ଧା ହୋଇ ରହିଛି । ନା ଶାସକ ଦଳ ର ନେତାଙ୍କୁ ଦେଖା ଯାଉଛି ନା ପ୍ରଶାସନ ଅଧିକାରୀଙ୍କୁ କାହାର ଏହାପ୍ରତି ଟିକେ ବି ନଜର  ନାହିଁ । ଗାନ୍ଧୀଜୟନ୍ତୀ ରେ ଗାନ୍ଧୀଜୀ  ବନ୍ଧାହୋଇ ରହିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ