Before Header

ବିଡିଓଙ୍କ ପାଇଁ ଗୃହରେ ହୋହଲ୍ଲା, ଧୋଇଗଲା ପ୍ରଶ୍ନକାଳ

0 384

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କୋଇଡ଼ା ବିଡିଓ ବିଧାୟକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ । ଗୃହରେ ଲକ୍ଷ୍ମଣ ମୁଣ୍ଡାଙ୍କୁ ସମର୍ଥନ କରି ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ । ଦୀର୍ଘ ତିନି ଦିନ ଧରି ଏହି ପ୍ରସଙ୍ଗ ଉଠାଉଥିଲେ ଲକ୍ଷ୍ମଣ ମୁଣ୍ଡା । ସରକାର କୌଣସି ପଦକ୍ଷେପ ନ ନେଇଥିବାରୁ ଗୃହରେ ଅସନ୍ତୋଷ ପ୍ରକାଶ କରି ଗୃହ ମଧ୍ୟରେ ନାରବାଜି। ତୁରନ୍ତ ବିଡିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି । ହଟ୍ଟଗୋଳ ଯୋଗୁ ୧୧.୩୦ ପର୍ଯ୍ୟନ୍ତ ଗୃହ ମୁଲତବି ।

Leave A Reply

Your email address will not be published.