Masthead

ସ୍ୱାମୀ କାଟିଦେଲା ସ୍ତ୍ରୀର ଗଳା, ଜାଣନ୍ତୁ କାହିଁକି..

ଜଟଣୀ (ବଡ଼ ଖବର ବ୍ୟୁରୋ) : ଚରିତ୍ରକୁ ସନ୍ଦେହ କରି ମହିଳାଙ୍କୁ ହତ୍ୟା । ଜଟଣୀ ଥାନାର ପାଇକରାପୁର ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା। ପୂଜା ମଲ୍ଲିକଙ୍କୁ ତାଙ୍କ ସ୍ବାମୀ ସୁକାନ୍ତ ମଲ୍ଲିକ ଏକ ଛୁରୀ ସାହାଯ୍ୟରେ ଗଳା କାଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପୂଜାଙ୍କ ଝିଅ। ପୂଜାଙ୍କୁ ଗତ ୧୩ ବର୍ଷ ତଳେ ସୁକାନ୍ତ ପ୍ରେମ ବିବାହ କରିଥିଲେ।

ସଂସାର ଠିକ ଚାଲିଥିବା ବେଳେ ସୁକାନ୍ତ ସ୍ତ୍ରୀର ଚରିତ୍ରକୁ ନେଇ ସନ୍ଦେହ କରିଥିଲେ । ଏଥିପାଇଁ ଉଭୟଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ଝଗଡା ଲାଗିରହିଥିଲା। । ୩ ମାସ ତଳେ ପୂଜା ଘର ଛାଡି ଚାଲିଯାଇଥିଲେ । ଏନେଇ ସ୍ୱାମୀ ଜଟଣୀ ଥାନାରେ ଏତଲା ଦେଇଥିଲେ । ପରେ ପୂଜା ଘରକୁ ପୁଣି ଫେରିଆସିଥିଲେ । କିନ୍ତୁ ୩ ଦିନ ହେବ ଝଗଡା ଉଗ୍ର ରୂପ ନେଲା । ସ୍ୱାମୀ ସ୍ତ୍ରୀକୁ ଛୁରୀରେ ଗଳା କାଟି ହତ୍ୟା କରିବା ପରେ ଜଟଣୀ ଥାନାରେ ଆତ୍ମସମର୍ପଣ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ