Masthead

ସ୍ୱାମୀ ନା ରାକ୍ଷସ, ବିବାହର ୬ବର୍ଷ ପରେ ସ୍ତ୍ରୀକୁ ମାରି ରାସ୍ତାକଡକୁ ଫିଙ୍ଗିଲା ସ୍ୱାମୀ

ବାସୁଦେବପୁର(ବଡ଼ ଖବର ବ୍ୟୁରୋ): ସ୍ୱାମୀ ସାଜିଲା ପିଶାଚ ।ା ସାତଜନ୍ମକୁ ହାତ ଧରିଥିବା ସ୍ୱାମୀ ସାଜିଲା ଶେଷରେ ହତ୍ୟାକାରୀ । ବିବାହର ଛଅ ବର୍ଷ ପରେ ସ୍ତ୍ରୀକୁ ମାରି ରାସ୍ତା କଡରେ ଫିଙ୍ଗିଲା ସ୍ୱାମୀ । ବାସୁଦେବପୁର ବ୍ଲକ ସୁକୁଦେବପୁର ଛକ ବଡ଼ପଦା ପାଖରେ ମୃତଦେହକୁ ଫିଙ୍ଗିଛି ସ୍ୱାମୀ ।

ଛଅବର୍ଷ ପୂର୍ବରୁ ବିନାୟକପୁରର ଜଡ଼ା ବେହେରାଙ୍କ ଝିଅକୁ ଭଲ ପାଇ ସୁକୁଦେପୁର ସ୍ଥିତ ଭଗବାନ ବେହେରାଙ୍କ ପୁଅ ଦିପୁ ବେହେରା ବିବାହ କରିଥିଲେ । ବିବାହ ପରେ ଦୁଇ ସ୍ୱାମୀ ଓ ସ୍ତ୍ରୀ ବାହାରେ ରହୁଥିଲେ । ଗତ କାଲି ବିଳମ୍ବିତ ରାତିରେ ବେଙ୍ଗାଲୁରୁରୁ ଦୁଇଜଣ ଆସିଥିଲେ । କିନ୍ତୁ ରାତିରେ ସ୍ତ୍ରୀକୁ ମାରି ରାସ୍ତା କଡରେ ଫିଙ୍ଗିଦେଇଥିଲା । ପରେ ବାସୁଦେବପୁର ଥାନାରେ ପହଞ୍ଚି ଦୋଷ ମାନିଛି ସ୍ୱାମୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି