ସୌନ୍ଦର୍ଯ୍ୟକରଣ ନାଁରେ କୀର୍ତ୍ତିରାଜି ଭଙ୍ଗା ଯାଉଛି: ବିଜେପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏକାମ୍ରକ୍ଷେତ୍ର ସୌନ୍ଦର୍ଯ୍ୟକରଣକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ସୌନ୍ଦର୍ଯ୍ୟକରଣ ନାମରେ ଅନେକ କୀର୍ତ୍ତିରାଜି ଭଙ୍ଗା ଯାଇଥିବା କହିଛି ବିଜେପି । ଜିପିଆର ରିପୋର୍ଟ ସରକାରଙ୍କ ପାଖରେ ଥାଇବି କାର୍ୟ୍ୟକାରୀ ହେଉନି । କୀର୍ତ୍ତିରାଜି ଉପରେ ଟାଇଲ ପକାଇ ରାଜନୈତିକ ମଞ୍ଚ ମାଧ୍ୟମରେ ଉତ୍ସବ ପାଳନ କରାଯାଉଛି । ଆଗକୁ ନିର୍ବାଚନ ଥିବାରୁ ଏଭଳି ଭେଳିକି ସୃଷ୍ଟି କରୁଥିବା କହିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ।

ଏହାକୁ ରାଜ୍ୟ ସରକାର ରାଜନୈତିକ ମଞ୍ଚ କରିଛନ୍ତି, ଲୋକଙ୍କୁ ଭୁଆଁ ବୁଲେଇ ପ୍ରହେଳିକା ସୃଷ୍ଟି କରୁଛନ୍ତି । ୨୩ ବର୍ଷ ଶାସନରେ ସୌନ୍ଦର୍ଯ୍ୟକରଣ କଥା ଆଜି ମନେ ପଡ଼ିଛି । ଆମେ ବିରୋଧ କରୁନାହୁଁ, ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ହେବା ଦରକାର । ସୌନ୍ଦର୍ଯ୍ୟକରଣ ନାମରେ ଅନେକ କୀର୍ତ୍ତିରାଜି ଭଙ୍ଗା ଯାଇଛି । ସେଥିପାଇଁ ବିବାଦ ହୋଇଛି, ଯେଉଁ କୀର୍ତ୍ତିରାଜି ଲାଗି ଆମେ ଆମେ ଗର୍ବ ଅନୁଭବ କରୁଛେ । ପ୍ରାଚୀନ କୀର୍ତ୍ତିରାଜି ସୁରକ୍ଷା ହୋଇପାରିବ କି ବୋଲି ପ୍ରଶ୍ନ କରିଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!