Masthead

ବ୍ଲାକ୍ ଓ ହ୍ୱାଇଟ୍ ଠାରୁ ଅଧିକ ବିପଜ୍ଜନକ ୟୋଲୋ ଫଙ୍ଗସ୍‌

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ବ୍ଲାକ୍‌ ଫଙ୍ଗସ୍ ଏବଂ ହ୍ୱାଇଟ୍ ଫଙ୍ଗସର ସଂକ୍ରମଣର ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଉତ୍ତରପ୍ରଦେଶର ଗାଜିଆବାଦରୁ ୟୋଲୋ ଫଙ୍ଗସ୍ ସଂକ୍ରମିତ ହୋଇଥିବା ପ୍ରଥମ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ବ୍ଲାକ୍‌ ଏବଂ ହ୍ବାଇଟ୍‌ ଫଙ୍ଗସ୍ ଅପେକ୍ଷା ୟୋଲୋ ଫଙ୍ଗସ୍ ଅଧିକ ବିପଜ୍ଜନକ ବୋଲି ଜଣାପଡ଼ିଛି । ୟୋଲୋ ଫଙ୍ଗସରେ ସଂକ୍ରମିତ ରୋଗୀ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ୟେଲୋ ଫଙ୍ଗସର ଲକ୍ଷଣ ହେଉଛି ଆଳସ୍ୟ, ଭୋକ ନହେବା ଏବଂ ଓଜନ ହ୍ରାସ ହେବା । ଏହାର କୌଣସି ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଚିକିତ୍ସା କରାଯିବା ଉଚିତ। ଅତି ଗମ୍ଭୀର ପରିସ୍ଥିତିରେ ଏହା ପୁଷ୍ଟିହୀନତା, କୌଣସି ଅଙ୍ଗ ନଷ୍ଟ କିମ୍ବା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇବା ଭଳି ସମସ୍ୟା ସୃଷ୍ଟି କରିପାରେ। ୟୋଲୋ ଫଙ୍ଗସ୍ ସଂକ୍ରମଣ ମୁଖ୍ୟତଃ ଖରାପ ସ୍ୱଚ୍ଛତା ଦ୍ୱାରା ହୋଇଥାଏ। ଆପଣଙ୍କ ଘରର ଚାରିପାଖକୁ ଯଥାସମ୍ଭବ ପରିଷ୍କାର ପରିଚ୍ଛନ ରଖନ୍ତୁ । ବ୍ୟାକ୍ଟେରିଆ ଏବଂ ପଙ୍ଗସ୍‌ ବୃଦ୍ଧିକୁ ରୋକିବା ପାଇଁ ହେଲେ ବାସୀ ଖାଦ୍ୟପଦାର୍ଥକୁ ଯଥାଶୀଘ୍ର ବାହାର କରିଦିଅନ୍ତୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ