Masthead

ବେଆଇନ ଗର୍ଭପାତ ପଡିଲା ମହଙ୍ଗା

ନୟାଗଡ (ବଡ଼ ଖବର ବ୍ୟୁରୋ): ବେଆଇନ ଗର୍ଭପାତ ପଡିଲା ମହଙ୍ଗା । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଟାଉନ ଥାନା ନିକଟ ଆନନ୍ଦ ଭବନ କ୍ଲିନିକରେ । କିଛି ଦିନ ହେବ ବେଆଇନ ଗର୍ଭପାତ ହେଉଥିବା ଜିଲ୍ଲା ପ୍ରଶାସନକୁ ଖବର ମିଳିଥିଲା । ତେବେ ଆଜି ଟାଉନ ଥାନା ପୋଲିସ, ସ୍ପେଶାଲ ସ୍କ୍ୱାଡ ଓ ତହସିଲଦାର ମିଶି ଗର୍ଭପାତ ହେଉଥିବା କ୍ଲିନିକରେ ଚଢ଼ାଉ କରିଥିଲେ ।

ଚଢ଼ାଉ ସମୟରେ ଗର୍ଭପାତ କରିଥିବା ମହିଳା ନିଜର ଦୋଷ ସ୍ୱିକାର କରିଥିଲେ । ଏନେଇ ଟାଉନ ଥାନା ପୋଲିସ ପକ୍ଷରୁ କ୍ଲିନିକର ମାଲିକ ସତ୍ୟପ୍ରିୟ ସ୍ୱାଇଁ, ଗର୍ଭପାତ କରିଥିବା ମହିଳାର ସ୍ୱାମୀ ଗଣେଶ ପ୍ରଧାନ ଓ ସହଯୋଗୀ ୨ନର୍ସକୁ ଅଟକ ରଖି ପଚରା ଉଚରା କରୁଛି । ଏଥିପାଇଁ ନୟାଗଡ଼ ତହସିଲଦାର ଆଜି କ୍ଲିନିକକୁ ସିଜ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ