Masthead

ପ୍ରକାଶ ପାଇଲା ଆଇଏଏସ ରେଜଲ୍ଟ, ଇଶିତା କିଶୋରୀ ଟପ୍ପର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ପ୍ରକାଶ ପାଇଲା ଆଇଏଏସ ରେଜଲ୍ଟ -୨୦୨୨ । ମୋଟ କୃତକାର୍ଯ୍ୟ ହୋଇଛନ୍ତି ୯୩୩ ଜଣ । ଏଥରର ଟପ୍ପର ହେଲେ ଇଶିତା କିଶୋରୀ । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗରିମା ଲୋହିଆ । ତୃତୀୟ ସ୍ଥାନରେ ଅଛନ୍ତି ଉମା ହାରାତି । ଆଇଏଏସ ୧୮୦,ଆଇପିଏସ ୨୦୦,ଆଇଏଫଏସ ୩୮ କୃତକାର୍ଯ୍ୟ ହୋଇଛନ୍ତି । ୩୮ ତମ ସ୍ଥାନରେ ଅଛନ୍ତି ଓଡ଼ିଶାର ଅନୂପ ଦାସ । ୪୨ ତମ ସ୍ଥାନରେ ପ୍ରଣିତା ଦାସ ।

୫୬ ଅର୍ଣ୍ଣବ ମିଶ୍ର, ୫୮ ଦୀକ୍ଷିତା ଯୋଶୀ । ୬୬ କ୍ରିତକା ମିଶ୍ର । । ୬୭ ତମ ସ୍ଥାନରେ ଓଡ଼ିଶାର କସ୍ତୁରୀ ପଣ୍ଡା । ୭୩ ପଲ୍ଲବୀ ମିଶ୍ର, ୯୭ ପ୍ରଶାନ୍ତ ରାଜ, ୧୦୬ ସିଦ୍ଧାର୍ଥ ମିଶ୍ର , ୧୩୬ ସୌମ୍ୟରଞ୍ଜନ ଦାସ, ୧୪୦ ସୋନାଲି ମିଶ୍ର , ୧୬୨ ଦୁର୍ଗା ପ୍ରସାଦ ଅଧିକାରୀ, ୧୬୧ ସତ୍ୟପ୍ରକାଶ ମିଶ୍ର, ୩୬୩ ତମ ସ୍ଥାନରେ ଅଛନ୍ତି ଦିବ୍ୟା ଜୈନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା