Masthead

୩ ବର୍ଷ ୭ ମାସ ପରେ ଗିରଫ ହେଲେ ଜଳେଶ୍ୱର ପୂର୍ବତନ ଆଇଆଇସି

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଜଳେଶ୍ଵର ପୂର୍ବତନ ଆଇ ଆଇ ସି ଧନେଶ୍ୱର ସାହୁ ଗିରଫ । କଟକ ସ୍ଥିତ ବାସଭବନରୁ ଗିରଫ କଲା କଟକ କ୍ରାଇମବ୍ରାଞ୍ଚ । ୨୦୨୦ ରେ ବ୍ରାଉନ ସୁଗାର ବେପାରୀଙ୍କ ସହ ଲିପ୍ତ ରହି ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବାର ଅଡିଓ ହୋଇଥିଲା ଭାଇରାଲ୍ । ଅଡିଓ ଭାଇରାଲ୍ ପରେ ଚାକିରିରୁ ନିଲମ୍ବିତ ପରଠାରୁ ଥିଲେ ଫେରାର ଆଇଆଇ ସି ଧନେଶ୍ଵର ସାହୁ । ୩ ବର୍ଷ ୭ ମାସ ପରେ ଗିରଫ ହେଲେ ଧନେଶ୍ଵର ସାହୁ । କଟକ ସ୍ଥିତ ନରସିଂହପୁର ବାସ ଭାବନରୁ ଗିରଫ ହେଲେ ଜଳେଶ୍ଵର ଥାନା ପୂର୍ବତନ ଆଇ ଆଇ ସି ଧନେଶ୍ୱର ସାହୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା