Masthead

ଯାଜପୁରର ୪୫ ମଣ୍ଡପରେ କାଳୀପୂଜା

ଯାଜପୁର (ବଡ଼ ଖବର ବ୍ୟୁରୋ): ଶନିବାର ଧରାପୃଷ୍ଠରେ ଅବତରଣ କରିବେ ମା’ କାଳୀ । ମା’ଙ୍କ ଆଗମନ ଲାଗି ଦିଲ୍ଲୀରୁ ପଲ୍ଲୀ ଚଳଚଞ୍ଚଳ ହୋଇଉଠିଛି । କରୋନା କଟକଣା ମଧ୍ୟରେ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ପୂଜା କରାଯିବ । ଯାଜପୁର ସହରର ୪୫ ମଣ୍ଡପରେ ପୂଜା କରାଯିବ । କରୋନା କଟକଣାକୁ ମାନି ଏହିସବୁ ମଣ୍ଡପରେ ପୂଜା କାର୍ଯ୍ୟ ପ୍ରସ୍ତୁତି ଚାଲିଛି ।

ପ୍ରତ୍ୟେକ ମୁର୍ତ୍ତିର ଉଚତା ୪ଫୁଟ ଭିତରେ ସୀମିତ ରହିଥିବା ବେଳେ ବିନା ଭକ୍ତ ଓ ସାଜସଜ୍ଜାରେ କରାଯିବ ପୂଜା। ସେଥିଲାଗି କାରିଗର ମୁର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ଲାଗିଛନ୍ତି। ମହାମାରୀ କରୋନାକୁ ପ୍ରତିହତ କରି ସହରକୁ କରୋନା ମୁକ୍ତ କରିବାକୁ ଚଳିତବର୍ଷ ୩ ଦିନ ପୁଜା ଓ ଗୋଟିଏ ଦିନ ଭସାଣ ଉତ୍ସବକୁ ନିରାଡ଼ମ୍ବରରେ ପାଳିବାକୁ ସମସ୍ତ ପୂଜା କମିଟିକୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ।

ଚଳିତବର୍ଷ ୭ ଦିନ ପରିବର୍ତ୍ତେ ୩ ଦିନ ମଣ୍ଡପରେ ପୂଜା ପାଇବେ ମା’ କାଳୀ। ୧୪ରେ ପୂଜା ଆରମ୍ଭ ହେଉଥିବା ବେଳେ ୧୭ରେ ହେବ ଭସାଣି । ଦେବୀଗଡ଼ା ଘାଟରେ ପ୍ରଦୂଷଣ ମୁକ୍ତ ଅସ୍ଥାୟୀ ଘାଟ ପ୍ରସ୍ତୁତ ହୋଇଛି । ଏଠାରେ ମା’ଙ୍କ ବିସର୍ଜନ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ