Masthead

ଚର୍ଚ୍ଚାରେ ‘କାନ୍ତରା-୨’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ‘କାନ୍ତରା-୨’ କୁ ନେଇ ବଢିବାରେ ଲାଗିଛି ଚର୍ଚ୍ଚା । ଫିଲ୍ମର ପ୍ରଥମ ଭାଗ ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ବହୁତ କମ ବଜେଟରେ ତିଆରି ହୋଇଥିବା ଏହି ଫିଲ୍ମଟି ବକ୍ସଅଫିସରେ ୩୬୦ କୋଟିରୁ ଅଧିକା କମେଇଥିଲା । ଫିଲ୍ମଟି ବକ୍ସ ଅଫିସରେ ଖୁବ ଧମାଲ ମଚାଇଥିଲା । ଫିଲ୍ମଟି କେବଳ ସାଉଥ ନୁହେଁ ବରଂ ହିନ୍ଦୀ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ଖୁବ ଚର୍ଚ୍ଚା ହୋଇଥିଲା ।

ଏହି ଫିଲ୍ମ ପରେ ଫ୍ୟାନ୍ସମାନେ ଏହା ଦ୍ୱିତୀୟ ଭାଗକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । କୁହାଯାଉଛି ଯେ ‘କାନ୍ତରା-୨’ର ସୁଟିଂ ମେଙ୍ଗାଲୋରରେ ହେବ । ଏହି ସ୍ଥାନଟି ସମ୍ପୁର୍ଣ୍ଣ ଭାବେ ଜଙ୍ଗଲ ଅଟେ । ଏଥରେ ଫିଲ୍ମରେ ଖୁବ ନାମିଦାମୀ କଳାକାରମାନେ ଅଭିନୟ କରିବେ ବୋଲି କୁହାଯାଉଛି । ନିର୍ମାତାମାନେ ଫିଲ୍ମର ସୁଟିଂକୁ ଆଗାମୀ ବର୍ଷ ପ୍ରଥମ ମାସରେ ସାରିବେ ଏବଂ ୨୦୨୪ ଶେଷ ଶୁଦ୍ଧା ଫିଲ୍ମକୁ ରିଲିଜ କରିବେ ବୋଲି କହିଛନ୍ତି । କୁହାଯାଉଛି ଯେ ଫିଲ୍ମଟି ଖୁବ ଦମଦାର ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି