Masthead

ଖଣି ମାଲିକଙ୍କ ଜୁଲମ ବିରୋଧରେ ତାତୁଛି କେନ୍ଦୁଝର

ଯୋଡ଼ା (ବଡ଼ ଖବର ବ୍ୟୁରୋ): ଯୋଡା ପରେ ଭଦ୍ରାସାହିରେ ବାହାର ରାଜ୍ୟର ଟ୍ରକ ଚାଲୁଥିବା ଅଭିଯୋଗ । ପରିବହନ ଦର ହ୍ରାସ ନେଇ ଅଶାନ୍ତ ହେଉଛି ଯୋଡା ଖଣିକ୍ଷେତ୍ର । ଯୋଡା ଟ୍ରକ ମାଲିକ ସଂଘର ବିବାଦ ନଥମୁଣୁ ପରିବହନକୁ ନେଇ ଭଦ୍ରାସାହି-ଗୁଆଲି ଟ୍ରକମାଲିକ ସଂଘରେ ଆଉ ଏକ ବିବାଦ। ଟଣ୍ଟ ସ୍ଥିତ କେଏନରାମ ଖଣିରୁ ଅମଲଗଡ଼ ସ୍ଥିତ କେଣ୍ଡରା କାରଖାନାକୁ ପରିବହନ ଦର ହ୍ରାସକୁ ନେଇ ବିବାଦ ସୃଷ୍ଟି ହୋଇଛି । ମାଲିକଙ୍କ କହିବା ଅନୁଯାଇ ପରାମର୍ଶ ନନେଇ ସଙ୍ଘର କର୍ମକର୍ତ୍ତାମାନେ ମନ ଇଚ୍ଛା ଦର କମାଇ ଦେଇଛନ୍ତି ।

ଏହାକୁ ବିରୋଧ କରି ସ୍ଥାନୀୟ ସରପଞ୍ଚ ଓ ମାଲିକମାନେ ପରିବହନ ବନ୍ଦ କରି ଖଣି ସମୁଖରେ ଧାରଣା ଦେଇଥିଲେ । ପରେ ଖଣି କତୃପକ୍ଷ ୧୧ ଶହ ଟଙ୍କା କହିବାରୁ ମାଲିକମାନେ ସଭାପତି ସୁନୀଲ ଦତ୍ତଙ୍କୁ ଫୋନ ଯୋଗେ ପଚାରିଥିଲେ । କିନ୍ତୁ ସେ କିନ୍ତୁ ୧୨ ଶହ ଟଙ୍କା ନହେଲେ ଗାଡି ଚାଳିବନାହିଁ ବୋଲି ସିଧା ସଳକ ମନା କରିଥିଲେ । ପରେ କଣ ହେଲା ଯେ ରାତାରାତି ମାଲିକଙ୍କ ମତ ନନେଇ ମୂଲ୍ୟ ଧାର୍ଯ୍ୟ ହୋଇଗଲା । ସ୍ଥାନୀୟ ଗାଡି ଛାଡି ବାହାର ରଜ୍ୟ ଗାଡ଼ି ଚାଲିଲା । ଏହାକୁ ନେଇ ବିବାଦ ଜୋର ଧରିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ