Masthead

ଖଡିକାପଦା ଗୋହିରା ସାହିର ରାସ୍ତା ଉପରେ ପ୍ରଶାସନର ନଜର ପଡୁନି 

ସାହାରପଡା(ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଖଡିକାପଦା ପଞ୍ଚାୟତ ଅନ୍ତର୍ଗତ ଗୋଜାପଥର ଠାରୁ ଖଡିକାପଦା ପର୍ଯ୍ୟନ୍ତ ସାଢେ଼ ଚାରି କିଲୋମିଟର ରାସ୍ତା ଏବେ ମରଣଯନ୍ତା ପାଲଟିଛି। ତେବେ ଏହି ସାହିରେ ପ୍ରାୟ ୭ ଶହରୁ ଉର୍ଦ୍ଧ୍ବ ଘର ରହିଥିବା ବେଳେ ଯାତାୟାତ କରିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଏହି ଟିଏ ଯାହା ଭଲ ଥିଲା ବନ୍ୟା ଜଳରେ ଧୋଇ ନେଇଯାଇଛି । ରାସ୍ତା ସାରା ଖାଲଖମାର ଭରି ରହିଥିବା ବେଳେ ଏହା ଯାତାୟାତ ପାଇଁ ରାସ୍ତାଟି ଅନୁପଯୁକ୍ତ ହୋଇପଡ଼ିଛି। ଫଳରେ ଏହି ରାସ୍ତା ଉପରେ ପ୍ରାୟ ୭ ଟି ଗାଁ ନିର୍ଭର କରନ୍ତି। ସେହି ଗ୍ରାମ ଗୁଡ଼ିକହେଲାଗୋଜାପଥର,କୁଦାବେଡା,ଦାମାହୁଦା,ଡାଳପକା,ହୁଡ଼ିସାହି,ଫୁଲପାହାଡି,ଖଡିକାପଦା, ଆଦି ଏକାଧିକ ଗ୍ରାମ ସମେତ ଆଖପାଖ ୫ ଟି ପଞ୍ଚାୟତବାସୀ ଯାତାୟାତ ପାଇଁ ନିର୍ଭର କରିଥାନ୍ତି।

ବେଳେ ପ୍ରତ୍ୟକ ଦିନ ଏହି ରାସ୍ତା ଦେଇ ଶତାଧିକ ଗାଡି ,ମଟର,ଆମ୍ବୁଲାନ୍ସ ଯାଆ ଆସ କରୁଥିବା ବେଳେ ନାହିଁ ନଥିବା ଦୁର୍ଦ୍ଧଶା ଭୋଗୁଛନ୍ତି ଗୋହିରା ସାହି ଲୋକେ। ତେବେ ଖାସ୍ କରି ଏହି ରାସ୍ତା ଉପରେ ଦୁଇଟି ପଞ୍ଚାୟତ ଦମାହୁଦା ଓ ଡାଳପକା ପଞ୍ଚାୟତ ର ଲୋକେ ନିର୍ଭର କରିଥାନ୍ତି । ରାସ୍ତାଟି ସାହାରପଡା ଏବଂ ପାଟଣା ଯିବାକୁ ମୁଖ୍ୟ ରାସ୍ତା ହୋଇଥିବାରୁ ପାଖାପାଖି ପାଞ୍ଚଟି ପଞ୍ଚାୟତ ଗ୍ରାମର ଲୋକ ମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହି ରାସ୍ତାଟି ପର‌୍ୟ୍ୟଟନ ସ୍ଥଳୀ ଭୀମକୁଣ୍ଡ କୁ ମଧ୍ୟ ସଂଯୋଗ କରୁଛି।ଏନେଇ ପ୍ରଶାସନ କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ତେବେ ଏହି ରାସ୍ତାଟିକୁ ପ୍ରଶାସନ ଦୃଷ୍ଟି ଦେଇ ରାସ୍ତା ମରାମତି କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା