Masthead

ରେଢାଖୋଲ କାହାର, ରୋହିତଙ୍କର ନା ପ୍ରସନ୍ନଙ୍କର

ରେଢାଖୋଲ(ବଡ଼ ଖବର ବ୍ୟୁରୋ):ସାଧାରଣ ନିର୍ବାଚନକୁ ଆଉ ଛଅ ମାସ ସମୟ ଥିବା ବେଳେ ରେଢ଼ାଖୋଲରେ କିନ୍ତୁ ନିର୍ବାଚନ ଯେମିତି ଆଉ ମାସେ କି ଦୁଇ ମାସ ବାକି ଅଛି ସମୟ ଭଳି ଜଣା ପଡୁଛି l ଗୋଟିଏ ପଟେ ସ୍ଥାନୀୟ ବିଧାୟକ ରୋହିତ ପୂଜାରୀ ପଦଯାତ୍ରା କରୁଥିବା ସମୟରେ ଅନ୍ୟ ପଟେ ରେଢ଼ାଖୋଲର ପୂର୍ବତନ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ସଦସ୍ୟ ଥିବା ସମୟରେ ଦେଇଥିବା ଅନୁଦାନ ପାଣ୍ଠିରୁ ଆଜି ଏକ କଲ୍ୟାଣ ମଣ୍ଡପର ଶିଳାନ୍ୟାସ ଏବଂ ଜଗନ୍ନାଥ ମନ୍ଦିର ମଧ୍ୟରେ ଏକ ଭୋଗ ମଣ୍ଡପରେ ପୂଜାର୍ଚନା କରିଛନ୍ତି l

ପ୍ରସନ୍ନ ଆଚାର୍ୟ୍ୟଙ୍କର ଏତେ ଦିନ ରାଜନୀତି କରିବା ମଧ୍ୟରେ ରଙ୍ଗରେ ପରିବର୍ତ୍ତନ କି ଢଙ୍ଗରେ ପରିବର୍ତ୍ତନ ହୋଇନାହିଁ ବୋଲି କହିଥିଲେ l ତାତ୍ପର୍ଯ୍ୟ ହେଲା କି ବର୍ତ୍ତମାନ ମଧ୍ୟ ସେ ରେଢ଼ାଖୋଲରେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ରଣରଙ୍ଗରେ ଅଛନ୍ତି ବୋଲି ଇଙ୍ଗିତ କରି କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ