Masthead

ମରୁଭୂମି ପାଲଟିବ କୋଇଡ଼ା

ସୁନ୍ଦରଗଡ଼ (ବଡ଼ ଖବର ବ୍ୟୁରୋ): ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ମଣ୍ଡଳହ ୫ ନୂତନ ଖଣି ଉପରେ ପଡ଼ିଛି ସରକାରଙ୍କ ନଜର । ଏହି ଖଣି ଅଞ୍ଚଳ ଗୁଡିକ ସଂରକ୍ଷିତ ଜଙ୍ଗଲରେ ଥିବା ବେଳେ ଅନେକ ଗୁଡ଼ିଏ ଖଣିର ପାର୍ଶ୍ଵବର୍ତ୍ତି ଅଞ୍ଚଳ ଘଞ୍ଚଜଙ୍ଗଲରେ ପରିପୂର୍ଣ୍ଣ । ଏହି ଜଙ୍ଗଲ ଉପରେ ଏବେ ରାଜ୍ୟ ସରକାରଙ୍କ ନଜର ପଡିଛି ।

ବଣାଇ ବନଖଣ୍ଡର ବରସୁଆଁ ଏବଂ କୋଇଡା ବନାଞ୍ଚଳର ଖାଜୁରଢ଼ି , ମାଙ୍କଡନଚା , ସାରକୁଣ୍ଡା, ମେଣ୍ଢାମାରୁଣି, କାଠମାଳ ସଂରକ୍ଷିତ ଜଙ୍ଗଲ ଆଗାମୀ ପିଢି ପାଇଁ ଲୋପ ପାଇଯିବ । କୋଇଡ଼ା ଅଞ୍ଚଳ ମରୁଭୂମିରେ ପରିଣତ ହେବ । ବନ୍ୟଜନ୍ତୁ ଲୋପ ପାଇବେ । କୋଇଡା ଖଣି ମଣ୍ଡଳରେ ୪୦ରୁ ଅଧିକ ଖଣି ବନ୍ଦ ରହିଛି । ସେହି ବନ୍ଦ ଖଣିଗୁଡିକୁ ରାଜ୍ୟସରକାର ନ ଖୋଲି ନୂତନ ଖଣି ଖୋଳି ପରିବେଶ ପ୍ରତି ବିପଦ ସୃଷ୍ଟି କରିବାକୁ ଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ