Masthead

ରାଜ୍ୟରେ ପୁଣି ବଢ଼ିଲା ଲକଡାଉନ, ୩ଜିଲ୍ଲାକୁ କଟକଣା କୋହଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବଢ଼ିଲା ଲକଡାଉନ ଅବଧି । ଜୁନ ୧୭ ତାରିଖ ଯାଏଁ ବଢ଼ିଲା ଲକଡାଉନ ଅବଧି । ଘୋଷଣା କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଆଉ ୧୬ଦିନ ବଢ଼ିଲା ଲକଡାଉନ । ସପ୍ତାହନ୍ତ ସଟଡାଉନ ପୂର୍ବ ପରି ଜାରି ରହିବ । ଦୈନିକ ସଂକ୍ରମଣ ୧୦% ରହୁଥିବା ୩ଟି ଜିଲ୍ଲାରେ କଟକଣା କୋହଳ । ଗଜପତି, ନୂଆପଡ଼ା, ସୁନ୍ଦରଗଡ଼ ପାଇଁ କୋହଳ ହେଲା କଟକଣା ।

ଏହି ଜିଲ୍ଲାରେ ଦିନ ୧ଟା ପର୍ଯ୍ୟନ୍ତ ଜରୁରୀ ସାମଗ୍ରୀ ସହିତ ଅନ୍ୟ ସମସ୍ତ ଦୋକାନ ବଜାର ଖୋଲିବ । ତେବେ ସେଲୁନ, ମଲ ଆଦି ଖୋଲାଯାଇ ପାରିବନି । ୩ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଯଦି ବୃଦ୍ଧି ପାଇବ ତେବେ କୋହଳ ପ୍ରତ୍ୟାହାର କରାଯିବ । ରାଜ୍ୟର ଅନ୍ୟ ଜିଲ୍ଲାରେ ପୂର୍ବ ଭଳି ସକାଳ ୭ରୁ ଦିନ ୧୧ଟା ପର୍ଯ୍ୟନ୍ତ ଜରୁରୀ ସାମଗ୍ରୀ ଦେକାନ ଖୋଲାଯିବ । ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାରେ ୧୬ ଦିନ ଲକଡାଉନ ମଧ୍ୟରେ ସଂକ୍ରମଣ ହ୍ରାସ ଘଟିବ ତେବେ ଲକଡାଉନକୁ କୋହଳ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ