Masthead

‘ବିଜେଡି ନିଜ ଛାଇକୁ ଦେଖି ଡରିବା ଆରମ୍ଭ କଲାଣି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଆଇଟିକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । କହିଲେ ଆଇଟି ସବୁ ଦିନେ ରେଡ କରେ । ୩୬୫ ଦିନ ସବୁବେଳେ ଆଇଟି କେଉଁଠି ନା କେଉଁଠି ରେଡ କରିଥାଏ । ସେମାନେ ଯଦି ଇନକମଟ୍ୟାକ୍ସ ଠିକ ଭାବେ ଦେଉଥିବେ ତାଙ୍କର କିଛି ଅସୁବିଧା ନାହିଁ । ଡ଼ରିବେ କାହିଁକି । ମୁଁ ଯଦି ମୋ ପେପର ୱାର୍କ ଠିକ ଅଛି ସରକାର ଆସିଲେ ବି ମୋର ଅସୁବିଧା କଣ ଅଛି ।

ଆମ ବିରୁଦ୍ଧରେ ଲାଗୁ ନାହାନ୍ତି । ମୁଁ ମନ୍ତ୍ରୀ ଥିଲି ମୋ ବିରୁଦ୍ଧରେ ଲାଗନ୍ତୁ। ଆମ ବିରୁଦ୍ଧରେ ତଦନ୍ତ କରନ୍ତୁ । ଆମ ଜୀବନ ଖୋଲା ବହି। ଷ୍ଟେଟ ଏଜେନ୍ସି ସିମ୍ବଲିକରେ ଗୋଟେ ଦୁଇଟାଙ୍କୁ ଧରିକି ଲୋକଙ୍କୁ ବୋକା ବନଉଥିଲା । ବିଜେଡି ଏବେ ନିଜ ଛାଇକୁ ଦେଖି ଡରିବା ଆରମ୍ଭ କଲେଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି