ଇରାସିସଙ୍କୁ ଟାର୍ଗେଟ କଲା ବିଜେଡି

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଇରାସିସ ଆଚାର୍ୟ୍ୟ କଳାହାଣ୍ଡିର ସମ୍ବେଦନଶୀଳ ପ୍ରସଙ୍ଗରେ ହୀନ ରାଜନୀତି କରୁଛନ୍ତି । ସ୍ପର୍ଶକାତର ଘଟଣାରେ ତାଙ୍କର କିଛି ରାଜନୀତି କରିବାର ନୈତିକତା ନାହିଁ । ୨୦୧୮ ମସିହାରେ ଭଟଲି ଗୁଳିକାଣ୍ଡ କେସର ମୁଖ୍ୟ ଆସାମୀ ଭାବରେ ଗିରଫ ହୋଇ ସେ ୮ ମାସ ଜେଲରେ ଥିଲେ । ୩୦୨ ଦଫା ସହ ଆର୍ମସ୍ ଏଷ୍ଟ ତାଙ୍କ ନାରେ ଥିବା କହିଛି ବିଜେଡି । ଏଣୁ ସେ ତାଙ୍କର ନୈତିକତା ସେ ହରାଇଛନ୍ତି ବୋଲି ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର କହିଛନ୍ତି ।

ବିଜେପି ବର୍ତ୍ତମାନ ତୁଚ୍ଛ ରାଜନୀତି କରୁଛି । ପୀଡିତାଙ୍କ ନ୍ୟାୟ ପାଇଁ ନୁହେଁ ନିଜ ଫାଇଦା ପାଇଁ ରୁଟି ସେକୁଛି ବିଜେପି । ଅପରାଧିକ ମାମଲାରେ ଜଡିତ ଇରାସିସ ଆଚାର୍ଯ୍ୟ ଏବଂ ପୂର୍ବରୁ ସ୍କେକ୍ସ ରେକେଟ ଚଲାଇବା ପାଇଁ ୨ଥର ଗିରଫ ହୋଇଥିବା ବିଜେପି ସଂଖ୍ୟାଲଘୁ ସେଲର ମହମ୍ମଦ ଆୟାଜ ଆଜି ନାରୀ ସୁରକ୍ଷା ଓ ନ୍ୟାୟ ପାଇଁ ଚିତ୍କାର କରିବା ଅତି ଦୁର୍ଭାଗ୍ୟଜନକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!