Masthead

ମୋଦୀ ଚାହିଁଲେ ଯୁଦ୍ଧ ରୋକି ପାରିବେ: ବାଇଡେନ

ନୂଆଦିଲ୍ଲୀ(ବଡ଼ ଖବେ ବ୍ୟୁରୋ): ଜାରି ରହିଛି ଋୁଷ-ୟୁକ୍ରେନ ଯୁଦ୍ଧ । ଯୁଦ୍ଧକୁ ଦୀର୍ଘ ଏକ ବର୍ଷ ହୋଇଗଲାଣି ତଥାପି ଯୁଦ୍ଧରେ ଲାଗୁନି ବ୍ରେକ୍ । ୟୁକ୍ରେନର ପ୍ରାୟ ସବୁ ସହରକୁ ଧ୍ୱଂସ କରିସାରିଲାଣି ଋଷ । ଯୁଦ୍ଧରେ ଅନେକ ଜନସାଧାରଣ ଏବଂ ଉଭୟ ପକ୍ଷର ଯବାନଙ୍କ ଜୀବନ ଗଲାଣି । ତଥାବି ଯୁଦ୍ଧ ଥମିବାର ନାଁ ନେଉନି । ଏହାରି ଭିତରେ ଆମେରିକାର ରାଷ୍ଟ୍ରପତି ବଡ଼ ବୟାନ ଦେଇଛନ୍ତି । ସେ କହିଛି ପ୍ରଧାନମନ୍ତ୍ରୀ ମୋଦି ଚାହିଁଲେ ଏହି ଯୁଦ୍ଧକୁ ବନ୍ଦ ପାଇଁ ପୁଟିନଙ୍କ ସହ କଥା ହୋଇପାରିବେ । ମୋଦି ଚାହିଁଲେ ପୁଟିନଙ୍କୁ ବୁଝାଇପାରିବେ ।

ଯୁଦ୍ଧକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପୁଟିନକୁ ବୁଝାଇବା ଉଚିତ କି? ହ୍ୱାଇଟ୍ ହାଉସ୍ ପ୍ରବକ୍ତା କହିଲେ, ଆମେରିକା ଏପରି ସମସ୍ତ ପ୍ରୟାସକୁ ଆମେରିକା ସମର୍ଥନ କରିବ । ଯେଉଁଥିରେ ଋଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ ହୋଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି କି ଯୁଦ୍ଧକୁ ରୋକିବା ପାଇଁ ପୁଟିନଙ୍କ ପାଖରେ ଏବେବି ସମୟ ଅଛି । ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କୁ ବୁଝାଇପାରିବେ । ଯଦି ଏପରି ହୁଏ ତେବେ ଆମେରିକା ଭାରତର ପ୍ରୟାସକୁ ସ୍ୱାଗତ କରିବ । ୟୁକ୍ରେନରେ ଲୋକଙ୍କର ଯାହାବି ଅବସ୍ଥା ହୋଇଛି ସେଥିପାଇଁ ପୁଟିନ ହିଁ ଦାୟୀ । ତେଣୁ ପୁଟିନ୍ ଚାହିଁଲେ ଏବେ ଯୁଦ୍ଧକୁ ରୋକିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି