Masthead

ଅବହେଳିତ ଘଣ୍ଟେଶ୍ୱର

ଚାନ୍ଦବାଲି, (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଏକ ପ୍ରମୁଖ ସ୍ଥାନ । ଏଠାରେ ଜୋତା ସିଲେଇ ପାଖରୁ ଆରମ୍ଭ କରି ଚଣ୍ଡୀପାଠ ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ବାସ କରିଥାନ୍ତି । ଘଣ୍ଟେଶ୍ୱର ହେଉଛି ଚାନ୍ଦବାଲି ବ୍ଲକର କେନ୍ଦ୍ରବିନ୍ଦୁ । ଏଠାରେ ପ୍ରଭୁ ମହିମାମଣୀ ବିଜେ କରୁଥିବା ବେଳେ ଛତ୍ରପଦାରେ ମା’ ପାଟଣ ମଙ୍ଗଳା ଅବସ୍ଥାନ କରିଛନ୍ତି । କିନ୍ତୁ ଏହି ଘଣ୍ଟେଶ୍ୱରକୁ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ମାର୍କେଟ ଭିତରେ ଓ ବାହାରେ ଅଳିଆ ଆବର୍ଜନା କୁଢ କୁଢ଼ ଗଦା ହୋଇଛି ।

ଅସରାଏ ବର୍ଷା ହେଲେ ମାର୍କେଟରେ ପାଣି ଲହଡି ଭାଙ୍ଗୁଛି । ପଶୁ ଚିକିତ୍ସା କେନ୍ଦ୍ର ଛାତଫାଟି ଗଲାଣି, କେତେବେଳେ ଭୁଶୁଡିପଡିବ କହିହେଉ ନାହିଁ । ଦଶଟି ପଞ୍ଚାୟତର ଲୋକଙ୍କ ପାଇଁ ଏଠାରେ ଅଛି ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ର । ଆଜକୁ ଦୀର୍ଘ ଦିନଧରି ଡାକ୍ତର ଆସୁନାହାନ୍ତି, କିନ୍ତୁ ଡ଼ାକ୍ତରଙ୍କ ନାମ ମେଡ଼ିକାଲ ବୋଡ଼ର୍ରେ ଲେଖା ଅଛି । ଏଠିକାର ଲୋକମାନେ ଭଦ୍ରକ ମେଡ଼ିକାଲ ଉପରେ ନିଭର କରିଥାନ୍ତି । ନେତା ନିର୍ବାଚନ ସମୟରେ ଖାଲି ପ୍ରତିଶ୍ରୁତି ଦିଅନ୍ତି, ପରେ ଭୁଲିଯାଆନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ