Masthead

ପାଟିରେ ନୁହେଁ ନାକରେ ବଜାଉଛନ୍ତି ବଂଶୀ

କଟକ (ବଡ଼ ଖବର ବ୍ୟୁରୋ) : ନିଆରା କଳାକାର । ପାଟି ଓ ନାକରେ ବଜାଉଛନ୍ତି ବଂଶୀ । ସାଧାରଣ ଲୋକ ନୁହେଁ ଜଣେ ଦିବ୍ୟାଙ୍କ । ସେ ହେଉଛନ୍ତି କଟକସଦର ବ୍ଲକ କିଶନନଗର ପଞ୍ଚାୟତ ରାମଚନ୍ଦ୍ରପୁରର କୃଷ୍ଣ ଚନ୍ଦ୍ରକବି ଜନ୍ମରୁ ଦୃଷ୍ଟି ବାଧିତ । କିନ୍ତୁ ତାଙ୍କୁ ଭଗବାନ ଏ ଭଳି କଳା ଦେଇଛନ୍ତି, ତାଙ୍କୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ସାଧାରଣ ଲୋକମାନେ ଧାଇଁ ଆସନ୍ତି।

ସେ କାହାଠାରୁ ଶିକ୍ଷା ଗ୍ରହଣ ନକରି ପାଲଟିଛନ୍ତି ବଂଶୀ ବାଦକ । ବିବାହ ସିନା କରିନାହାନ୍ତି, କିନ୍ତୁ ତାଙ୍କର ଅଛି ସଙ୍ଗିନୀ, ବଂଶୀ । ଦିନ ହେଉ କି ରାତି ଯେତେବେଳେ ଦୁଃଖ ଆସେ ବଂଶୀ ବଜାଇ ନିଜ ମନକୁ ଶାନ୍ତ କରିବା ସହ ଅନ୍ୟକୁ ବିମୋହିତ କରନ୍ତି। ବଣମଲ୍ଲି ବଣରେ ଫୁଟି ମଉଳି ନ ଯାଉ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି