Masthead

ଦିଦିଙ୍କ ପାଇଁ ପ୍ରଚାର କରିବେ ପାୱାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏନସିପି ସୁପ୍ରିମୋ ଶରଦ ପାୱାର ଆସନ୍ତା ସପ୍ତାହରେ ହୋଲି ପରେ ତୃଣମୂଳ କଂଗ୍ରେସ ପାଇଁ ପ୍ରଚାର କରିବେ। ତାଙ୍କୁ ପଶ୍ଚିମବଙ୍ଗର ତାରକା ପ୍ରଚାରକ ଭାବରେ ଏମଭିଏ ଦ୍ୱାରା ମନୋନୀତ କରାଯାଇଛି । ଏନସିପି ସହ ଜଡିତ ସୂତ୍ରରୁ ପ୍ରକାଶ ଯେ ପାୱାର ସେଠାରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ଏବଂ ତୃଣମୂଳ ସୁପ୍ରିମୋ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଭେଟିବେ। ପାୱାର ନିର୍ବାଚନ ପ୍ରଚାରର ପ୍ରଥମ ପର୍ଯ୍ୟାୟ ତିନି ଦିନ ହେବ।

ସେପଟେ କଂଗ୍ରେସ ନେତା ପ୍ରଦୀପ ଭଟ୍ଟାଚାର୍ଯ୍ୟ ଏନସିପି ନେତାଙ୍କୁ ତୃଣମୂଳ ପାଇଁ ପ୍ରଚାର ନକରିବାରୁ ଚିଠି ଲେଖିଛନ୍ତି। ରାଜ୍ୟରେ ବାମପନ୍ଥୀ ଦଳ ସହ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଏହା ଭୋଟରଙ୍କ ପାଇଁ ଏକ ଭୁଲ ସଙ୍କେତ ଦେଇପାରେ। କଂଗ୍ରେସ ନେତୃତ୍ୱାଧୀନ ମିଳିତ ମଞ୍ଚ ୟୁପିଏର ଅଧିକାଂଶ ସହଯୋଗୀ କଂଗ୍ରେସ ପରିବର୍ତ୍ତେ ତୃଣମମୂଳକୁ ସମର୍ଥନ କରୁଛନ୍ତି। ଏନସିପି ବ୍ୟତୀତ ଶିବସେନା, ଜେଏମଏମ ଏବଂ ଆରଜେଡି ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମମୂଳକୁ ସମର୍ଥନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା