Before Header

ଲୋକ ଲଜ୍ଜାରୁ ବଞ୍ଚିବା ପାଇଁ ବିଷ ପିଇଲେ ଦୁଷ୍କର୍ମ ପୀଡ଼ିତା

0 29

ବାଲେଶ୍ବର (ବଡ଼ ଖବର ବ୍ୟୁରୋ): ଲୋକ ଲଜ୍ଜାରୁ ବଞ୍ଚିବା ପାଇଁ ବିଷ ପିଇଲେ ଦୁଷ୍କର୍ମ ପୀଡ଼ିତା । ବିଶ୍ୱାସ ଜମାଇ ବୁଲିବା ବାହାନାରେ ଘରୁ ଡାକିନେଇଥରଲେ ପେମିକ । ପ୍ରେମିକାକୁ ହୋଟେଲ ନେଇ ଗଣଦୁଷ୍କର୍ମ କରିଥିଲେ ପ୍ରେମିକ ।

ଏଭଳି ଘଟଣା ଘଟିଛି ବାଲେଶ୍ବର ଚାନ୍ଦିପୁରରରେ । ପୀ ଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଗୋଲ୍ଡେନ ହୋଟେଲ ମ୍ୟାନେଜର ସମେତ ୩ ଜଣକୁ ଅଟକ ରଖିଛି ବାଲେଶ୍ବର ସଦର ପୋଲିସ ।

Leave A Reply

Your email address will not be published.