Masthead

‘ବଡ଼ ଖବର’କୁ ସହଯୋଗର ହାତ ବଢ଼ାଇଲେ ପୀୟୁଷ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ‘ବଡ଼ ଖବର’କୁ ନିଜ ସଞ୍ଚିତ ରାଶି ପ୍ରଦାନ କଲେ ପୀୟୁଷ ମହାପାତ୍ର । ବୟସ ସିନା କମ୍ କିନ୍ତୁ ଲୋକଙ୍କ ପାଇଁ କିଛି କରିବାକୁ ବହୁ ଇଚ୍ଛା ରଖିଛନ୍ତି ପୀୟୁଷ । ‘ବଡ଼ ଖବର’ ସାଟେଲାଇଟ ଚ୍ୟାନେଲକୁ ସବୁବେଳେ ଦେଖନ୍ତି ।

‘ବଡ଼ ଖବର’ ହେଲପ ଅଭିଯାନରେ ନିଜକୁ ସାମିଲ କରି ‘ବଡ଼ ଖବର’କୁ ବଢ଼ାଇଛନ୍ତି ସହଯୋଗର ହାତ । ‘ବଡ଼ ଖବର’ ଏତେ କଷ୍ଟରେ ଚାଲୁଥିବା ଜାଣି ନିଜର ସଞ୍ଚିତ ଧନକୁ ପ୍ରଦାନ କରିବାକୁ ଚାହିଁଥିଲେ । ନିରପେକ୍ଷ ଗଣମାଧ୍ୟମ ଭାବେ ପ୍ରତିଟି ଓଡ଼ିଆଙ୍କ ପାଇଁ କାମ କରୁଥିବା ଚ୍ୟାନେଲକୁ ସେ କେବଳ ସାହାଯ୍ୟ ନୁହେଁ ଭଲ ପାଇବା ବି ଦେଇଛନ୍ତି । ଆଉ କହିଛନ୍ତି ଆମ ପାଇଁ ‘ବଡ଼ ଖବର’ ଅନେକ କିଛି କରୁଛି । ତେଣୁ ମୁଁ ସଞ୍ଚୟ କରିଥିବା ପକେଟ ମନିକୁ ‘ବଡ଼ ଖବର’ ଚ୍ୟାନେଲକୁ ଦେବାକୁ ଚାହୁଁଛି । ସେଥିପାଇଁ ନିଜ ବାପାଙ୍କ ସହ ସେ ଆସି ପହଞ୍ଚିଥିଲେ ‘ବଡ଼ ଖବର’ ଅଫିସରେ । ଆଉ ବଢ଼ାଇଥିଲେ ସହଯୋଗର ହାତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା