Masthead

ପଶ୍ଚିମବଙ୍ଗରେ ଜୋରଦାର ପ୍ରଚାର କରିବେ ପିଏମ ମୋଦି

କୋଲକାତା (ବଡ଼ ଖବର ବ୍ୟୁରୋ): ଆଜି ବେଙ୍ଗଲ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଣ୍ଡ ଉପରେ ୫ ରାଜ୍ୟର ନିର୍ବାଚନ । ଏନେଇ କେନ୍ଦ୍ରର ବିଜେପି ସରକାର ଜୋରଦାର ପ୍ରସ୍ତୁତି କରୁଛି ରଣନୀତି । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋକସରେ ରହିଛି ବେଙ୍ଗଲ । ଆଉ ମାତ୍ର ୧୦ ଦିନପରେ ବେଙ୍ଗଲରେ ହେବ ପ୍ରଥମପର୍ଯ୍ୟାୟ ନିର୍ବାଚନ ।

ଏନେଇ ଘନଘନ ବେଙ୍ଗଲ ଗସ୍ତ କରୁଛିନ୍ତ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ । ଆଜି ବି ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗଲ ଓ ଆସାମ ଗସ୍ତରେ ଯାଉଛନ୍ତି । ଅନ୍ୟପଟେ ଗତକାଲି ମମତାବାନାର୍ଜୀ ଜାରି କରିଛନ୍ତି ଇସ୍ତାହାର । ଗୋଟିଏ ପଟେ ମୋଦିଙ୍କ ଗସ୍ତ ଅନ୍ୟପଟେ ମମତାଙ୍କ ଇସ୍ତାହାର ବେଙ୍ଗଲ ରାଜନୀତିକୁ କରୁଛି ସରଗରମ । ମମତା ତାଙ୍କ ଇସ୍ତାହାରରେ ବେଙ୍ଗଲ ବାସୀଙ୍କ ଲାଗି ରଖିଛନ୍ତି ବହୁ ଉପହାର । ଦିଦି କହିଛନ୍ତି ମୁଁ ବେଙ୍ଗଲର ଝିଅ । ପୁଣି ମା’ମାଟି ଆଉ ମଣିଷର କଥା କହିଛନ୍ତି ଦିଦି ।

ଲକଡାଉନ ସମୟରେ ଆମ ସରକାର ଲୋକଙ୍କ କଥା ବୁଝିଛି । ତେଣୁ ଆଗାମୀ ଦିନରେ ଦଳକୁ କ୍ଷମତାସୀନ କରିବାକୁ ଆହ୍ୱାନ ଦେଇଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୨୦ ତାରିଖରେ ମୋଦିଙ୍କ ରାଲି ହେବାର ଥିଲା ମାତ୍ର ଏହାର ୨ ଦିନ ପୂର୍ବରୁ ମୋଦିଙ୍କ ବେଙ୍ଗଲଗସ୍ତ ନୂଆ ରାଜନୀତିର ଦେଉଛି ଆଭାସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ 🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ଭୋଟ ଦେଉଛି ବିହାର 🔴 ଆଜିଠୁ ଜମିବ ଐତିହାସିକ ବାଲିଯାତ୍ରା 🔴 ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ 🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ