Masthead

ଯୁବତୀ ଅପହରଣ ଅଭିଯୋଗରେ ଥାନାରେ ଉତ୍ତେଜନା

ବିଂଝାରପୁର (ବଡ଼ ଖବର ବ୍ୟୁରୋ): ଯୁବତୀଙ୍କୁ ଅପହରଣ ଘଟଣାକୁ କେନ୍ଦ୍ର କରି ଥାନା ପରିସରରେ ଉତ୍ତେଜନା। ଯାଜପୁର ଜ଼ିଲ୍ଲା ବିଂଝାରପୁର ଥାନା ଶାସନ୍ଦା ଗ୍ରାମ ବନ୍ଦସାହିର ଶରତ ସ୍ୱାଇଁ ଙ୍କ ଝିଅ ସଂଘମିତ୍ରା ସ୍ୱାଇଁ ଙ୍କୁ ଗତ ୨୫ ତାରିଖ ଦିନ ଅଗ୍ନୀଉତ୍ସବ ପାଇଁ ସାଙ୍ଗମାନଙ୍କ ସହ ଯାଇଥିଲେ। ସେଠାରେ ଟିଣା ଗ୍ରାମର ରାଜେଶ ନାୟକ ଏବଂ ତାଙ୍କ ସହଯୋଗୀମାନେ ତାଙ୍କୁ ଅପହରଣ କରିନେଇଥିଲେ ତେଣୁ ସଂଘମିତ୍ରାଙ୍କ ପରିବାର ଲୋକ ଏନେଇ ବିଂଝାରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

କିନ୍ତୁ ଏ ନେଇ ବିଂଝାରପୁର ପୋଲିସ କୌଣସି କାର୍ୟ୍ୟନୁଷ୍ଠାନ ନେଇନଥିବା ଅଭିଯୋଗ ଆଣି ଆଜି ବିଂଝାରପୁର ଥାନାରେ ଉତେଜନା ଦେଖା ଦେଇଥିଲା । ପରିସ୍ଥିତି ଅଣାୟତ୍ତ ହେବାରୁ ଯାଜପୁର ଏସଡ଼ିପିଓ ସତ୍ୟବ୍ରତ ଲେଙ୍କା,ମଙ୍ଗଳପୁର ଥାନା ଅଧିକାରିଣୀ ଚିନ୍ମୟ ସାହୁ, ଅଲକୁଣ୍ଡ ଥାନା ଅଧିକାରି ପ୍ରଶାନ୍ତ ଦାସ, ଦଶରଥପୁର ଥାନା ଅଧିକାରି ପହଂଚି ପରିବାର ଲୋକଙ୍କୁ ବୁଝା ସୁଝା କରିଥିଲେ ଏପଟେ ତୁରନ୍ତ ସଂଘମିତ୍ରା ଙ୍କୁ ଉଦ୍ଧାର କରିବାକୁ ପରିବାର ପକ୍ଷରୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ