Masthead

ମହାରାଷ୍ଟ୍ରରେ ପୋଷ୍ଟର ୱାର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ଅଜିତ ପାୱାର ସିନେ୍ଦ ଗୋଷ୍ଠୀରେ ଯୋଗ ଦେବାପରେ ବଦଳିଯାଇଛି ମହାରାଷ୍ଟ୍ର ରାଜନୀତି । ନିର୍ବାଚନ ପୂର୍ବରୁ ଏତେ ବଡ଼ ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି । ଘଟଣା ପରେ ମୁମ୍ବାଇରେ ଆରମ୍ଭ ହୋଇଛି ପୋଷ୍ଟର ୱାର । ମହାରାଷ୍ଟ୍ର ନବନିର୍ମାଣ ସେନା ନେତା ଲକ୍ଷ୍ମଣ ପାଟିଲ ମୁମ୍ବାଇର ଶିବସେନା ବିଲଡିଂ ନିକଟରେ ଏକ ପୋଷ୍ଟର ଲଗାଇଛନ୍ତି।

ପୋଷ୍ଟରରେ ବାଲାସାହେବ ଠାକରେ, ଉଦ୍ଧବ ଠାକରେ ଏବଂ ରାଜ ଠାକରେଙ୍କ କାନ୍ଧରେ ହାତ ରଖିଥିବାର ନଜର ଆସିଛନ୍ତି। ଏଥି ସହିତ ଉଭୟ ନେତାଙ୍କୁ ପୋଷ୍ଟରରେ ଏକାଠି ହେବାକୁ ପରାମର୍ଶ ଦିଆଯାଇଛି। କୁହାଯାଇଛି ମହାରାଷ୍ଟ୍ର ରାଜନୀତିରେ ବହୁତ କିଚଡ ଭର୍ତ୍ତି ହୋଇ ଗଲାଣି। ବର୍ତ୍ତମାନ ତୁମେ ଦୁହେଁ ଏକାଠି ହୁଅ। ସମଗ୍ର ମହାରାଷ୍ଟ୍ର ତୁମକୁ ଅପେକ୍ଷା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା