Before Header

ପ୍ରସନ୍ନ କୁମାର ସ୍ୱାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି

0 39

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ହେଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି । ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଅଛନ୍ତି ପ୍ରସନ୍ନ ସ୍ୱାଇଁ । ପ୍ରପେସର ସ୍ୱାଇଁଙ୍କର ୩୧ ବର୍ଷର ଶିକ୍ଷାଦାନର ଅଭିଜ୍ଞତା ରହିଛି । ସେ ୧୦ଟି ବହି ମଧ୍ୟ ରଚନା କରିଛନ୍ତି । ପୂର୍ବରୁ ବ୍ୟୋମୋକେଶ ତ୍ରିପାଠୀ ଥିଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ।

Leave A Reply

Your email address will not be published.