Masthead

ପ୍ରଶାନ୍ତ ଭାଙ୍ଗି ନଥିଲେ ଇଭିଏମ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବେଗୁନିଆ କାଉଁରିପାଟଣା ବୁଥ୍‌ରେ ଇଭିଏମ୍‌ ଭଙ୍ଗା ଅଭିଯୋଗ ଘଟଣା । ଇଭିଏମ୍‌ ପ୍ରଶାନ୍ତ ଜଗଦ୍ଦେବ ଭାଙ୍ଗିନଥିବା ସିସିଟିଭି ଫୁଟେଜ୍‌ରୁ ହେଲା ସ୍ପଷ୍ଟ । ସାଂସଦ ଅପରାଜିତାଙ୍କ ଟିମ୍‌ ସୂତ୍ରରୁ ମିଳିଥିବା ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ହୋଇଛି । ଘଟଣା ଦିନ ସସ୍ତ୍ରୀକ କାଉଁରିପାଟଣା ବୁଥ୍‌ ଭୋଟ ଦେବାକୁ ଯାଇଥିଲେ ପ୍ରଶାନ୍ତ । ସିସିଟିଭି ଫୁଟେଜ ଅନୁଯାୟୀ ବୁଥ୍‌ରେ ପ୍ରଶାନ୍ତ ପଶିବା ବେଳେ କିଛି ଯୁବକ ପାଟିତୁଣ୍ଡ କରୁଥିବା ଦେଖାଯାଉଛି । ପରେ ସେହି ଯୁବକମାନଙ୍କ ଠାରୁ ଦୂରେଇ ଭୋଟ ଦେଉଛନ୍ତି ପ୍ରଶାନ୍ତ ।

ଲୋକସଭା ଭୋଟ ଦେବା ପରେ ବିଧାନସଭା ଭୋଟ ଦେବାକୁ ଯାଇଥିଲେ । ସେତିକି ବେଳେ ଅନ୍ୟ ଜଣେ ଯୁବକ ଇଭିଏମ୍‌ ଉପରେ ପଡ଼ି ଯାଇଥିଲେ । ସଂପୃକ୍ତ ଯୁବକଙ୍କ ଧକ୍କାରେ ଇଭିଏମ୍‌ ତଳେ ପଡ଼ିଯିବା ଦେଖାଯାଇଥିଲା । ଇଭିଏମ୍‌ ଭାଙ୍ଗିବା ଅଭିଯୋଗରେ ପ୍ରଶାନ୍ତଙ୍କୁ ଗିରଫ କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା