Masthead

ପ୍ରଶାନ୍ତ ଭାଙ୍ଗି ନଥିଲେ ଇଭିଏମ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବେଗୁନିଆ କାଉଁରିପାଟଣା ବୁଥ୍‌ରେ ଇଭିଏମ୍‌ ଭଙ୍ଗା ଅଭିଯୋଗ ଘଟଣା । ଇଭିଏମ୍‌ ପ୍ରଶାନ୍ତ ଜଗଦ୍ଦେବ ଭାଙ୍ଗିନଥିବା ସିସିଟିଭି ଫୁଟେଜ୍‌ରୁ ହେଲା ସ୍ପଷ୍ଟ । ସାଂସଦ ଅପରାଜିତାଙ୍କ ଟିମ୍‌ ସୂତ୍ରରୁ ମିଳିଥିବା ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ହୋଇଛି । ଘଟଣା ଦିନ ସସ୍ତ୍ରୀକ କାଉଁରିପାଟଣା ବୁଥ୍‌ ଭୋଟ ଦେବାକୁ ଯାଇଥିଲେ ପ୍ରଶାନ୍ତ । ସିସିଟିଭି ଫୁଟେଜ ଅନୁଯାୟୀ ବୁଥ୍‌ରେ ପ୍ରଶାନ୍ତ ପଶିବା ବେଳେ କିଛି ଯୁବକ ପାଟିତୁଣ୍ଡ କରୁଥିବା ଦେଖାଯାଉଛି । ପରେ ସେହି ଯୁବକମାନଙ୍କ ଠାରୁ ଦୂରେଇ ଭୋଟ ଦେଉଛନ୍ତି ପ୍ରଶାନ୍ତ ।

ଲୋକସଭା ଭୋଟ ଦେବା ପରେ ବିଧାନସଭା ଭୋଟ ଦେବାକୁ ଯାଇଥିଲେ । ସେତିକି ବେଳେ ଅନ୍ୟ ଜଣେ ଯୁବକ ଇଭିଏମ୍‌ ଉପରେ ପଡ଼ି ଯାଇଥିଲେ । ସଂପୃକ୍ତ ଯୁବକଙ୍କ ଧକ୍କାରେ ଇଭିଏମ୍‌ ତଳେ ପଡ଼ିଯିବା ଦେଖାଯାଇଥିଲା । ଇଭିଏମ୍‌ ଭାଙ୍ଗିବା ଅଭିଯୋଗରେ ପ୍ରଶାନ୍ତଙ୍କୁ ଗିରଫ କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା