Before Header

ଗୃହରେ ବିରୋଧୀଙ୍କ ହୋହଲ୍ଲା ଦୁର୍ଭାଗ୍ୟଜନକ: ପ୍ରଶାନ୍ତ ମୁଦୁଲି

0 32

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବି ଗୃହରେ ଅଚଳାବସ୍ଥା । ଆରମ୍ଭରୁ ଗୃହରେ ବିଜେପିର ହୋହଲ୍ଲା । ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି । ଏହାକୁ ଅତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଆଜି ବି ବିଜେପି ଗୃହ ଚଳାଇ ଦେଲାନି ବୋଲି କହିଛନ୍ତି । ଗୃହ ପରିଚାଳନରେ ବିରୋଧୀ ଦଳ ଭାବେ ସେମାନଙ୍କ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରଶ୍ନଉତ୍ତର କାଳ । ହେଲେ ସେମାନେ ଚଳାଇ ଦେଲେନି । ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଛନ୍ତି । ବିଜେଡି ବିଭିନ୍ନ ସମୟରେ ବିଭିନ୍ନ କେନ୍ଦ୍ର ଅବହେଳା ବିରୋଧରେ ସ୍ୱର ଉଠାଇଛି ।

Leave A Reply

Your email address will not be published.