Masthead

ରାଜରାସ୍ଥାକୁ ଓହ୍ଲାଇବେ ଡିଜେ ମାଲିକ

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ): ଆଗକୁ ଆସୁଛି ଦଶହରା । ରାଜ୍ୟରେ ଗାଁ ଠାରୁ ଆରମ୍ଭ କରି ସହର ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ ଉତ୍ସବ । ମା ଦୁର୍ଗାଙ୍କ ପାଖରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ସହ ଭସାଣି ମଧ୍ୟ କରାଯିବ । ଯେଉଁଥିରେ ସହ ସହ ଡେ଼କୋରେଟର, ସାଉଣ୍ଡ, ବିଭିନ୍ନ କଳାକାର ଉପକୃତ ହେବେ । କିନ୍ତୁ ଭସାଣିରେ ଲାଗୁଥିଲା ଡିଜେକୁ ବନ୍ଦ କରିବା ସହ କଟକଣା ଲାଗୁ କରାଯାଇଛି ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଶହଶହ ଡିଜେ ମାଲିକ । ବିଭିନ୍ନ ସମୟରେ ଡିଜେ ବାଜିବା ଦ୍ୱାରା ଅନେକ ଲୋକଙ୍କ ମୃତ୍ୟୁ ହେବା ଖବର ଆସିବା ପରେ ଜ଼ିଲ୍ଲା ପ୍ରଶାସନ ଚଢ଼ାଉ କରି ଏକାଧିକ ଡିଜେ ଗାଡିକୁ ଅଟକ ରଖିବା ସହ ମୋଟା ଅଙ୍କର ଫାଇନ କଟାଯାଉଛି । ଯାହାକୁ ବିରୋଧ କରିବା ସହ ଆସନ୍ତା ସମୟରେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ମତ ରଖିଛନ୍ତି ଜଗତସିଂହପୁର ଜଗନ୍ନାଥ ଟେଣ୍ଡ ଲାଇଟ ସାଉଣ୍ଡ ସଙ୍ଘ । ଏହି ସଂଘ ପକ୍ଷରୁ ସାରା ରାଜ୍ୟର ଡିଜେ ମାଲିକଙ୍କୁ ନେଇ ହୋଇଥିବା ଏକ ସଭାରେ ଏଭଳି ମତ ରଖିଛନ୍ତି ରାଜ୍ୟର ବିଭିନ୍ନ ଡିଜେ ମାଲିକ ମାନେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ